ଆମେ ସମସ୍ତେ ଜାଣିଛେ ମୃତ୍ୟୁ ପରେ ସବୁକିଛି ସରିଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ମୃତ୍ୟୁ ପରେ ବି ଜଣେ ମା’ ସନ୍ତାନ ଜନ୍ମଦେଇପାରେ। ପୂରା ପଢନ୍ତୁ।
୨୫କୋଟି ବର୍ଷ ପୂର୍ବେ ହୋଇଥିବା ବିପର୍ଯ୍ୟୟ ପରେ ଜୀବନ ନାଟକୀୟ ଭାବରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ସମୟରେ ପଶୁମାନେ ଜନ୍ମ ହୋଇଥିଲେ, କିନ୍ତୁ ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅଧିକ ଦ୍ରୁତ ଥିଲେ।
ଭାରତରେ ରହିଛି ବିଶ୍ୱର ସର୍ବୋଚ୍ଚ ଡାକଘର। ୧୪ ହଜାର ୫ ଶହ ୬୭ ଫୁଟ ଉଚ୍ଚରେ ରହିଛି ଏହି ଡାକଘର। କେଉଁଠି ଅଛି ଜାଣିବା ପାଇଁ ପଢନ୍ତୁ।
ଏ ଦୁନିଆଁରେ ଅନେକ ଅଜବ ପରମ୍ପରା ରହିଛି। ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଥରେ ହିଁ ଗାଧୋଇଥାନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ପୂରା ଜାଣିନେବା…
ଏଠି ଚପଲ ପିନ୍ଧିବା ବ୍ୟାନ୍। ଯିଏ ପିନ୍ଧିବ ସିଏ ପାଇବ କଠୋର ଦଣ୍ଡ। ଗାଁର ସମସ୍ତେ ଏହି ନିୟମ ମାନିବାକୁ ବାଧ୍ୟ।
ଏଠି ଦୁଷ୍କର୍ମ କରୁଥିବା ଲୋକଙ୍କୁ ମିଳୁନି ଜେଲ୍ ଦଣ୍ଡ, ମିଳୁଛି ସୁନ୍ଦର ବଙ୍ଗଳା। ଏହି ବଙ୍ଗଳାରେ ମିଳୁଛି ସବୁ ପ୍ରକାର ସୁବିଧା। ଏହି ଗାଁ କେଉଁଠି ଅଛି, କିଏ ଓ କାହିଁକୁ ଏହି ଗାଁକୁ ପ୍ରତିଷ୍ଠା କରିଥିଲେ ଜାଣିବା ପାଇଁ ପଢନ୍ତୁ।
ବଡ ବଡ ସହରରେ ସମସ୍ତଙ୍କ ନିଜସ୍ୱ କାର୍ ଏକ ସାଧାରଣ କଥା। କିନ୍ତୁ ଏମିତି ଏକ ସହର ଅଛି ଯେଉଁଠି ସମସ୍ତଙ୍କର ଉଡାଜାହାଜ ଅଛି। ସେମାନେ ଅଫିସ୍ ଗଲେ ନିଜ ନିଜ ଉଡାଜାହାଜ ନେଇ ଯାଆନ୍ତି। କୋଉଠି ଅଛି ଏହି ସହର ଆସନ୍ତୁ ଜାଣିବା…
ଜଣେ ବ୍ୟକ୍ତି ୫୦ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଏକ ବର୍ଗର ଖାଉଛନ୍ତି। ଖାଇସାରିଲେଣି ୩୨,୩୪୦ ବର୍ଗର। ଏବେ ବି ଚାଲିଛି ଖାଇବା। ଏନେଇ ମିଳିଛି ୱାର୍ଲ୍ଡ ରେକର୍ଡ।
ବୟସ ହେଲାଣି ୧୭, ହେଲେ ଦେଖାଯାଉଛନ୍ତି ଜଣେ ୧ ବର୍ଷର ଶିଶୁ ଭଳି। ତାଙ୍କର ଏହି ଅଭାବ ତାଙ୍କୁ ଦେଇଛି ସଫଳତା। ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି।
ଜୁଳୁଜୁଳିଆ ପୋକମାନଙ୍କର ଏକ ବିରଳ ସମାଗମ ଦେଖିବାକୁ ମିଳିଛି। କୋଟି କୋଟି ଜୁଳୁଜୁଳିଆ ପୋକ ଏକାଠି ହୋଇଯାଇଛନ୍ତି। ସେମାନଙ୍କ ଆଲୋକର ଝଲକରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି।
ଟ୍ରାନ୍ସଜେଣ୍ଡରମାନଙ୍କୁ ଆମ ସମାଜରେ ହୀନ ଦୃଷ୍ଟିରେ ଦେଖାଯାଏ। ଫଳରେ ଏଭଳି ପରିସ୍ଥିତିରେ କୌଣସି ଏକ ବଡ଼ ପଦବୀ ହାସଲ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ୍ ହୋଇଥାଏ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ସେମାନଙ୍କର ପରିଶ୍ରମ ଓ ନିଷ୍ଠା ବଳରେ ଉଚ୍ଚ ପଦବୀ ହାସଲ କରିଛନ୍ତି। ତେବେ ଆସନ୍ତୁ ଏମିତି ୮ଜଣ ଟ୍ରାନ୍ସଜେଣ୍ଡରଙ୍କ ବିଷରେ ଜାଣିନେବା।
ହାଇ ଭୋଲଟେଜ୍ ତାରରେ ବସିବା ସତ୍ତ୍ୱେ ପକ୍ଷୀଙ୍କୁ କାହିଁକି ଲାଗେନାହିଁ ବିଦ୍ୟୁତ୍ ଆଘାତ ଜାଣନ୍ତି କି ?
ଏଇଠି ଅଛି ଅଜବ ଗାଁ। ଅନ୍ଧମାନଙ୍କ ଗାଁ ଭାବେ ସେ ପାଇଛି ନିଜ ପରିଚୟ। ମଣିଷରୁ ପଶୁ ଯିଏ ଏଠି ଜନ୍ମ ହେଲା ସେ ହେଉଛି ଅନ୍ଧ। ହେଲେ କାହିଁକି? ଜାଣିବା ପାଇଁ ପଢନ୍ତୁ…
ଜଣେ ମା’ ୧୧୮ ଲିଟର ବ୍ରେଷ୍ଟ୍ ମିଲ୍କ ବିକ୍ରି କରି ଭାଇରାଲ ହେଉଛନ୍ତି। ମା’ମାନେ ନିଜ ପିଲାମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରୁଥିବା ଦେଖି, ଏହି ମା’ ନିଜକୁ ଅଟକାଇ ପାରି ନଥିଲେ। ସେମାନଙ୍କୁ ସାହାଯ୍ୟ କରିବା ନେଇ ବାହାରି ପଡିଥିଲେ।
ଜଣେ ମହିଳା ହୋଇଥିଲେ ବି ଦୀର୍ଘ ୩୬ ବର୍ଷ ଧରି ଜଣେ ପୁରୁଷ ଭାବରେ ବଞ୍ଚିଥିଲେ। ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ବି ତାଙ୍କୁ ସଲାମ କରିବେ। ଏକ ସନ୍ତାନ ପାଇଁ ଜଣେ ମା’ କ’ଣ କରିପାରେ ଏହି ମହିଳା ଜଣଙ୍କ ଦ୍ୱାରା ଦର୍ଶାଯାଇଛି।
ଆମ୍ବ ସୁସ୍ୱାଦୁ ଫଳ ମଧ୍ୟରେ ଗୋଟିଏ। ଦୁନିଆରେ ଅନେକ ପ୍ରକାରର ଆମ୍ବ ରହିଛି। ଏହାରି ଭିତରେ ଏମିତି ଏକ ଆମ୍ବ ରହିଛି ଯାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଆପଣ ଏହାକୁ ନେଇ ସ୍ୱପ୍ନ ବି ଦେଖିବା ଭୁଲିଯିବେ। ଭାରତରେ କେଉଁଠି ମିଳେ ଆସନ୍ତୁ ଜାଣିବା।
ଆପଣ କେବେ ଏମିତି ଦ୍ୱୀପର ନାମ ଶୁଣିଛନ୍ତି କି ଯେଉଁଠି କେବଳ କୋଟିପତିମାନେ ହିଁ ରୁହନ୍ତି। କିନ୍ତୁ ଏହା ସତ ଯେ ଏମିତି ବି ଦ୍ୱିପ ଅଛି। ଏହି ଦ୍ୱୀପରେ ରହୁଥିବା ସମସ୍ତ ଲୋକ କୋଟିପତି। ତେବେ ଏହା କେଉଁଠି ଅଛି, ଗୋଟେ ଘରର ମୂଲ୍ୟ କେତେ ସେ ବିଷୟରେ ଜାଣିନେବା।
ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଭାରି ପଡିଛି। ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଯୁବକମାନଙ୍କ ସଂଖ୍ୟା ହ୍ରାସ ହେବା ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୃତୀୟ ସନ୍ତାନ ନୀତି ପ୍ରଣୟନ କରାଯାଇଛି।
ଜଣେ ମହିଳା ଯେତେବେଳେ ତାଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ତାଙ୍କ ମୃତ ସ୍ୱାମୀଙ୍କ କବର ସ୍ଥାନରେ ପହଞ୍ଚିଲେ ସେ ଏମିତି କିଛି ଦେଖିବାକୁ ପାଇଲେ ଯାହା ତାଙ୍କ ହୋସ୍ ଉଡେଇ ଦେଇଛି। ତେବେ କ’ଣ ଥିଲା ଆସନ୍ତୁ ଜାଣିବା।
ଜଣେ ବ୍ୟକ୍ତି ନିଜର ପରିସ୍ରା ପିଇ ବୟସକୁ ଅଟକେଇ ଦେଇ ପାରିଛନ୍ତି ବୋଲି ଦାବି କରିଛନ୍ତି। ସେ କୁହନ୍ତି ଯେ ବିଅର୍ ଗ୍ରୀଲ୍ସର ପ୍ରସିଦ୍ଧ ସୋ 'ମେନ୍ ଭର୍ସେସ୍ ୱାଇଲ୍ଡ'ର ଏକ ଦୃଶ୍ୟକୁ ମନେ ପକାଯାଇପାରେ, ଯେଉଁଥିରେ ଭୋଗ୍ ୱିଲିୟମ୍ ଠାରୁ ନିଲ୍ ମୋରିସିସି ପର୍ଯ୍ୟନ୍ତ ନିଜ ପରିସ୍ରା ପିଉଥିବାର ଦେଖାଯାଇଥିଲା।
ଆଉ ନାହାଁନ୍ତି ଦୁନିଆର ସବୁଠୁ ବୟସ୍କ ମହିଳା କେନ୍ ତନାକା । ଜାପାନର ବାସିନ୍ଦା କେନ୍ ୧୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
୯ ପତ୍ନୀଙ୍କୁ ଏକାଠି ଖୁସି ରଖିବା ପାଇଁ ଯୁବକ ବିବାହ ପରେ ଏକ ରୁଟିନ୍ କଲେ। ଏଥିରେ ସେ କାହାକୁ ବି ଏକାକୀ ଅନୁଭବ ନ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବର୍ତ୍ତମାନ ଆର୍ଥର୍ ନିଜ ରୁଟିନ୍ରେ ବିରକ୍ତ ହେଉଛନ୍ତି।
ହନୁମାନ ପଇସା ବିକ୍ରି କରି ଅନେକ ପୋଲିସ୍ ହାତରେ ଧରାପଡିଛନ୍ତି। କୁହାଯାଉଛି ଯେ ଏହି ମୁଦ୍ରାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି। ପୋଲିସ କହୁଛି ଏହା ପଛରେ ରହିଛି ଅନ୍ଧବିଶ୍ୱାସ। ତେବେ ଏହି ହନୁମାନ ପଇସା କ’ଣ? ଏହାର କାହିଁକି ଏତେ ଚାହିଦା ଆସନ୍ତୁ ଜାଣିବା।
ଭଗବାନ ଜଣେ ମହିଳାଙ୍କୁ ଏତେ ବଡ଼ ପାଟି ଦେଇଛନ୍ତି ଯେ ସେ ଗୋଟିଏ କାମୁଡ଼ାରେ ମ୍ୟାକଡୋନାଲ୍ଡର ଗୋଟିଏ ବରଗର ଏବଂ ଗୋଟିଏ ଥରରେ ମଧ୍ୟମ ଆକାରର ଫ୍ରେଞ୍ଚ୍ ଫ୍ରାଇଜ୍କୁ ଖାଇଦେଉଛନ୍ତି। ଖାଲି ସେତିକି ନୁହେଁ, ସେ ବଡ ବଡ ଗ୍ଲାସ୍କୁ ବି ପାଟି ରଖିଦିଅନ୍ତି।
ଇଣ୍ଟର୍ନେଟ୍ରେ ନିଜର ପ୍ରତିଭା ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି ୫ ବର୍ଷର ବାଳକ। ଯଦିଓ ଏହି ପିଲାଟି ସାଧାରଣ ପିଲାମାନଙ୍କ ପରି ଟିକିଏ ଦୁଷ୍ଟ ଓ ଟିକିଏ ବଦମାସ ତଥାପି ତା’ର ଅସାଧାରଣ ବୁଦ୍ଧି ସମସ୍ତ ଆଶ୍ଚର୍ଯ୍ୟ କରିଛି।