• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ajab Gajab

Meet kerala woman Shyja who flaunts her moustache
ନିଜ ନିଶକୁ ନେଇ ଗର୍ବ ଅନୁଭବ କରନ୍ତି ଏହି ଭାରତୀୟ ମହିଳା

ସବୁ ମହିଳା ନିଜ ମୁହଁକୁ ଚିକ୍କଣ ରଖିବାକୁ ଭଲ ପାଆନ୍ତି। ମୁହଁରେ ଟିକେ ରୁମ ରଖିବାକୁ ଦିଅନ୍ତି ନାହିଁ। କିନ୍ତୁ ଏଇ ଭାରତରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଶ ରଖିବାକୁ ଭଲ ପାଆନ୍ତି। ତାଙ୍କର ଏହି ନିଶ ପାଇଁ ସେ ଗର୍ବ ଅନୁଭବ କରନ୍ତି।

Village lost in flood 82 years ago now resurfaced
ପାଣିରେ ଲୀନ ହୋଇଯାଇଥିଲା ଏହି ଗାଁ, ୮୨ ବର୍ଷ ପରେ ସାମ୍ନାକୁ ଆସିଲା

ପ୍ରକୃତି ଯେବେ ଦେଖାଏ ତାଣ୍ଡବ, ସବୁ କିଛି ହୋଇଯାଏ ଛାରଖାର୍। ଦିନେ ଏହି ଗାଁ ହୋଇଯାଇଥିଲା ଜଳମଗ୍ନ। ଏବେ ଦୀର୍ଘ ୮୨ ବର୍ଷ ପରେ ଦେଖାଯାଉଛି ଏହାର ଝଲକ।

Couple married at 70 shares how is romance between them
୭୦ ବର୍ଷରେ ମିଳିଗଲା ସଚ୍ଚା ପ୍ରେମ; ହୋଇଗଲେ ବାହା

ପ୍ରେମ କେଉଁଠି ଓ କେବେ ହୁଏ ତାହା କେହି କହିପାରିବେ ନାହିଁ। ଖାଲି ଯେ ଯୁବକମାନେ ପ୍ରେମରେ ପଡନ୍ତି ଆଉ ବିବାହ କରନ୍ତି ତାହା ନୁହେଁ। ପରିଣତ ବୟସରେ ବି ପ୍ରେମ ହୁଏ ଆଉ ବାହାଘର ବି ହୁଏ। ଏମିତି ଘଟିଛି ଏକ ୭୦ ବର୍ଷୀୟ ଦମ୍ପତିଙ୍କ କ୍ଷେତ୍ରରେ।

Becoming the father of orphan ducks the dog showed affection and kindness
ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର

କେବେ ଦେଖିଛନ୍ତି ଭିନ୍ନ ପ୍ରଜାତୀର ପଶୁମାନଙ୍କ ସ୍ନେହ ପ୍ରେମ! ସାଧାରଣତଃ ଦେଖାଯାଏ ଯେ ବତକ ଛୁଆମାନଙ୍କୁ କୁକୁର ଦେଖିଲ୍ ମାରିଦିଏ ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର ଦେଖିଲେ ମାରିଦିଏ। କିନ୍ତୁ ଏଠି ଦେଖାଯାଏ ଯେ ଏକ କୁକୁର କିପରି ଅନାଥ ବତକଙ୍କ ବାପା ହୋଇ ସେମାନଙ୍କ ଯତ୍ନ ନେଉଛି।

Head constable cried like child after seeing injection
ଡାକ୍ତରଙ୍କ ହାତରେ ଇଞ୍ଜେକ୍‌ସନ୍‌ ଦେଖି ଭୋ ଭୋ ହୋଇ କାନ୍ଦିଲେ ପୋଲିସ୍

କୁହାଯାଏ ପୋଲିସ୍ ସାହସର ପ୍ରତୀକ। ଯଦି ଜଣେ ପୋଲିସ୍ ଡରିଯାଏ ତେବେ କଥା ସରିଲା। କିନ୍ତୁ ଜଣେ ପୋଲିସ୍ କର୍ମଚାରୀ ଡାକରଙ୍କ ହାତରେ ଇଞ୍ଜେକ୍‌ସନ ଦେଖି ଏମିତି କାନ୍ଦୁଛନ୍ତି ଯେ ଆପଣ ଦେଖିଲେ ହସି ହସି ଗଡିଯିବେ।

Mother of 3 children don’t like clothes
ଏହି ମହିଳାଙ୍କୁ ପସନ୍ଦ ନୁହେଁ ପୋଷାକ, ସାରା ଶରୀର ଟାଟୁରେ ଆଚ୍ଛାଦିତ

୩ ସନ୍ତାନର ଏହି ମହିଳା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ସାରା ଶରୀରକୁ ଲୁଚେଇବା ପାଇଁ ରଙ୍ଗ ବୋଲି କରିଛନ୍ତି ଟାଟୁ। ଦେଖିଲେ ଆଶ୍ଚର୍ଯ୍ୟ ହେବେ।

Japanese pop star married to her 27 year older fan
ନିଜ ପ୍ରତି ପ୍ରେମ ଦେଖି ୨୭ ବର୍ଷ ବଡ ଫ୍ୟାନ୍‌ଙ୍କୁ ବାହାହୋଇଗଲେ ପପ୍‌ଷ୍ଟାର୍‌

ପ୍ରେମ ଆଗରେ ହାର ମାନିଲା ବୟସ। ନିଜ ପ୍ରତି ଅହେତୁକ ଭଲ ପାଇବା ଦେଖି ୨୭ ବର୍ଷ ବଡ ନିଜ ଫ୍ୟାନକୁ ବାହା ହେଇଗଲେ ପପ୍‌ଷ୍ଟାର୍ ଯୁବତୀ। ସେମାନଙ୍କ ପ୍ରେମ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ।

America hostaged aliens in area 51
ଏଲିଏନ୍‌ମାନଙ୍କୁ କଏଦ କରି ରଖିଛି ଆମେରିକା

ଆମେରିକାର ଏରିଆ ୫୧କୁ ଯିବା କାହାକୁ ଅନୁମତି ନାହିଁ। ଏଠାରେ ଏଲିଏନମାନଙ୍କୁ କଏଦ କରି ରହିଛି ଆମେରିକା। ଏରିଆ ୫୧ରେ କାମ କରିଥିବା ଜଣେ ଇଞ୍ଜିନିୟର ଏମିତି କହିଛନ୍ତି।

Baba Vanga 6 deadly predictions for 2022
ବାବା ଭଙ୍ଗାଙ୍କ ୨୦୨୨ର ୬ ଭବିଷ୍ୟବାଣୀ, ହେଲାଣି ୨ ସତ

୨୦୨୨ ମସିହା ପାଇଁ ବାବା ଭଙ୍ଗା କରିଥିଲେ ୬ ଭବିଷ୍ୟବାଣୀ। ସେଥିରୁ ୨ଟି ସତ ହୋଇସାରିଲାଣି। ବାକି ଥିବା ୪ ଭବିଷ୍ୟବାଣୀକୁ ନେଇ ଲୋକେ ଏବେ ଭୟଭୀତ। ଏଥିରେ ବି ଅଛି ଏଲିଏନ୍‌ମାନଙ୍କର ପୃଥିବୀ ଆକ୍ରମଣ।

Bahubali samosa of meerut
ଗୋଟିଏ ସିଙ୍ଗେଡା ଖାଇଦେଲେ ୫୧ ହଜାର ଟଙ୍କା ପୁରସ୍କାର

ଏହି ଦୋକାନରେ ମିଳୁଛି ବାହୁବଳି ସିଙ୍ଗେଡା। ଯିଏ ଅଧ ଘଣ୍ଟାରେ ଗୋଟିଏ ସିଙ୍ଗେଡା ଖାଇ ଶେଷ କରିଦେବେ ତାଙ୍କୁ ମିଳିବ ୫୧ ହଜାର ଟଙ୍କା ପୁରସ୍କାର। ଦୋକାନ ଆଗରେ ଜମୁଛି ଭିଡ…

The woman is going to give birth to a cousin
ଭାଇର ମା’ ହେବେ ମହିଳା; କହିଲେ ଏହା ପରୋପକାର

ଭାଇର ମା’ ହେବାକୁ ନେଇ ଏମିତି କହିଲେ ମହିଳା। ସେ ପରୋପକାର କରିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ବୋଲି କହିଛନ୍ତି।

Biggest Supermoon 2022
ଆଜି 'ସୁପର୍‌ମୁନ୍' : ଆକାଶରେ ଦେଖାଯିବ ବଡ, ଉଜ୍ଜ୍ୱଳ ଓ ଗୋଲାପୀ ଚନ୍ଦ୍ର

ଆଜି ଆକାଶରେ ଦେଖାଦେବ 'ସୁପରମୁନ୍'। ଅନ୍ୟ ଦିନ ଅପେକ୍ଷା ଆଜି ଚନ୍ଦ୍ର ବହୁତ ବଡ, ଉଜ୍ଜ୍ୱଳ ଏବଂ ଗୋଲାପୀ ଦେଖାଯିବ। ଚନ୍ଦ୍ର ପୃଥିବୀ ନିକଟକୁ ଚାଲି ଆସିବ।

Indian scientists discovered special mosquitoes to control dengue and chikungunya
ନୂଆ ଆବିଷ୍କାର : ମଶା ଦୂର କରିବ ଡେଙ୍ଗୁ-ଚିକନଗୁନିଆ

ଏବେ ଦୂର ହେବ ଡେଙ୍ଗୁ-ଚିକନଗୁନିଆ! ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର ମଶା ତିଆରି କରିଛନ୍ତି। ଏହି ମଶାମାନେ ହିଁ ଡେଙ୍ଗୁ-ଚିକନଗୁନିଆ ଦୂର କରିବେ। ଜାଣନ୍ତୁ କେମିତି…

70 years old grandmother becomes bodybuilder
୭୦ ବର୍ଷର ଆଇମା ହୋଇଗଲେ ବଡି ବିଲ୍ଡର୍

ଯେଉଁ ବୟସରେ ହାତ ଗୋଡ ଉଠିବା ବି କଷ୍ଟକର ହୋଇପଡେ ସେହି ବୟସରେ ସେ ହୋଇଛନ୍ତି ବଡି ବିଲ୍ଡର। ତାଙ୍କୁ ବୟସ ଏବେ ୭୦, ହେଲେ କମିଯାଇନି ଜୋସ୍। ତାଙ୍କୁ ଦେଖିଲେ ଯେ କେହିବି କହିବେ ସତେ ଯେମିତି ତାଙ୍କ ପାଖରୁ ଯୌବନ ଯାଇନି।

Man changed himself in car
ଦେଖୁ ଦେଖୁ ମଣିଷ ହେଇଗଲା କାର୍; ରାସ୍ତାରେ ଗଡିଲା

ବାସ୍ତବରେ କେବେ ଦେଖିଛନ୍ତି କି ମଣିଷ କାର୍ ହେଇଯିବାର? ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ଏହା ସତ। ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚିତ ହୋଇଯିବେ।

Most shocking male initiation rituals
ନିଜ ପୁରୁଷପଣିଆକୁ ପ୍ରମାଣିତ କରିବାକୁ ହେଲେ ସହିବାକୁ ହୁଏ ଏମିତି ଯନ୍ତ୍ରଣା

ଯେତେବେଳେ ଜଣେ ପୁଅ ୧୨ ବର୍ଷ ହୋଇଯାଏ ତାକୁ ଦେବାକୁ ହୁଏ ନିଜ ପୁରୁଷପଣିଆର ପରୀକ୍ଷା। ସହିବାକୁ ହୁଏ ମହୁମାଛି ଅପେକ୍ଷା ୩୦ ଗୁଣ ଅଧିକ ଯନ୍ତ୍ରଣା। କୋଉଠି ଓ କାହିଁକି ଆସନ୍ତୁ ଜାଣିବା।

Jelly ear fungus from tree
ଗଛରୁ ବାହାରୁଛି ମଣିଷର କାନ : ଜାଣନ୍ତୁ ଏହା ପଛର ରହସ୍ୟ

ଗଛରେ ଫଳୁଛି ମଣିଷ କାନ। ଏହା ପଛରେ ରହିଛି କି ରହସ୍ୟ? ଏହା କେଉଁଠି ଦେଖିବାକୁ ମିଳୁଛି? ଜାଣିବା ପାଇଁ ପଢନ୍ତୁ।

Indonesian people buries children body inside tree trunk
ଏଠି ମୃତ୍ୟୁ ପରେ ଗଛ ହୋଇଯାଏ ଦେହ

ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପିଲାଟିଏ ମରିଗଲା ପରେ ଗଛ ହୋଇଯାଏ। କେମିତି ଏହା ହୁଏ ଜାଣିବା ପା‍ଇଁ ଦେଖନ୍ତୁ।

Burger-Sandwich distributed as prasad in temple
ମନ୍ଦିରରେ ଲଡୁ-ମିଠା ନୁହେଁ ପ୍ରସାଦ ଭାବେ ମିଳୁଛି ସାଣ୍ଡ୍‌ୱିଚ୍-ବର୍ଗର

ମନ୍ଦିର ଏକ ପବିତ୍ର ସ୍ଥାନ। ଏହା ଭଗବାନଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ। ମନ୍ଦିର ଗଲେ ସମସ୍ତେ ପ୍ରସାଦ ପାଇ ଆସିଥାନ୍ତି। ଆପଣ ପ୍ରସାଦ ଭାବେ କେବେ ସାଣ୍ଡ୍‌ୱିଚ୍-ବର୍ଗର ଖାଇଛନ୍ତି କି। ହଁ… ଏହି ମନ୍ଦିରକୁ ଗଲେ ଏମିତି ପ୍ରସାଦ ପାଇବେ।

Man celebrates pet dog birthday with 100kg cake
୧୦୦ କେଜିର କେକ୍ କାଟି କୁକୁରର ଜନ୍ମଦିନ ପାଳିଲେ ମାଲିକ

କୁକୁର ପାଇଁ ବିଳାସପୂର୍ଣ୍ଣ ପାର୍ଟି। ଜନ୍ମଦିନ ପାଳି ୧୦୦ କେଜିର କେକ୍ କାଟିଲେ। ୪ ହଜାରରୁ ଅଧିକ ଲୋକ ଏଠାରେ ଯୋଗଦେଇଥିଲେ।

Dead mother can give birth to child
ଅଜବ! ମୃତ ଶରୀର ବି ସନ୍ତାନ ଜନ୍ମ ଦିଏ

ଆମେ ସମସ୍ତେ ଜାଣିଛେ ମୃତ୍ୟୁ ପରେ ସବୁକିଛି ସରିଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ମୃତ୍ୟୁ ପରେ ବି ଜଣେ ମା’ ସନ୍ତାନ ଜନ୍ମଦେଇପାରେ। ପୂରା ପଢନ୍ତୁ।

Mass extinctions causes on earth before crores years ago
୨୫କୋଟି ବର୍ଷ ପୂର୍ବେ ହୋଇଥିବା ପ୍ରଳୟରୁ ଅନେକ ଜୀବ ସୃଷ୍ଟି ହୋଇଥିଲେ

୨୫କୋଟି ବର୍ଷ ପୂର୍ବେ ହୋଇଥିବା ବିପର୍ଯ୍ୟୟ ପରେ ଜୀବନ ନାଟକୀୟ ଭାବରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ସମୟରେ ପଶୁମାନେ ଜନ୍ମ ହୋଇଥିଲେ, କିନ୍ତୁ ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅଧିକ ଦ୍ରୁତ ଥିଲେ।

World’s highest post office in himachal pradesh
ବିଶ୍ୱର ସର୍ବୋଚ୍ଚ ଡାକଘର : ୧୪ ହଜାର ଫୁଟ୍ ଉପରେ ରହିଛି

ଭାରତରେ ରହିଛି ବିଶ୍ୱର ସର୍ବୋଚ୍ଚ ଡାକଘର। ୧୪ ହଜାର ୫ ଶହ ୬୭ ଫୁଟ ଉଚ୍ଚରେ ରହିଛି ଏହି ଡାକଘର। କେଉଁଠି ଅଛି ଜାଣିବା ପାଇଁ ପଢନ୍ତୁ।

Africa tribal people women take bath only once in life
ଅଜବ ପରମ୍ପରା; ଏମାନେ ଜୀବନରେ ଥରେ ଗାଧାନ୍ତି, ଜାଣନ୍ତୁ କେବେ?

ଏ ଦୁନିଆଁରେ ଅନେକ ଅଜବ ପରମ୍ପରା ରହିଛି। ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଥରେ ହିଁ ଗାଧୋଇଥାନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ପୂରା ଜାଣିନେବା…

Tamilnadu village where shoes and slippers are banned
ଭାରତର ଏହି ଗାଁରେ ଚପଲ ପିନ୍ଧିବା ପାପ; ମିଳୁଛି କଠୋର ଦଣ୍ଡ

ଏଠି ଚପଲ ପିନ୍ଧିବା ବ୍ୟାନ୍। ଯିଏ ପିନ୍ଧିବ ସିଏ ପାଇବ କଠୋର ଦଣ୍ଡ। ଗାଁର ସମସ୍ତେ ଏହି ନିୟମ ମାନିବାକୁ ବାଧ୍ୟ।