ଆକାଶରେ ଉଡିବାବେଳେ ପାଇଲଟ୍ ଜାଣିପାରିଥିଲେ ଯେ ବିମାନଟିର ଇନ୍ଧନ ସରିଯାଇଛି। ଏହା ଜାଣିବା ପରେ ସେ ଏହାକୁ ରାସ୍ତାର ପାର୍ଶ୍ୱରେ ଥିବା ମୋଟର୍ୱେକୁ ନେଇ ସିଧା ଦୁର୍ଘଟଣା କରିଦେଲେ। ସେ ଏହା ଭିତରୁ ଆରାମ୍ରେ ବାହାରକୁ ଆସିଲେ, ସତେ ଯେମିତି କିଛି ହେଇନି।
ସୁନ୍ଦର ଚେହେରା ପାଇଁ ଅଧ ଘଣ୍ଟା ସୂର୍ଯ୍ୟକିରଣରେ ଶୋଇପଡିଲେ ଯୁବତୀ। ଉଠିଲା ପରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା। ମୁହଁର ଚମଡା ପ୍ଲାଷ୍ଟିକ୍ ଭଳି ତରଳିଯାଇଥିଲା। ଧିରେ ଧିରେ ଝଡିବାକୁ ଲାଗିଲା।
ଜଣେ ମହିଳାଙ୍କୁ ଚାକିରି ନ ମିଳିବାରୁ ସେ କମ୍ପାନୀ ବିରୋଧରେ ଭେଦଭାବ ମାମଲା ଦାୟର କରିଥିଲେ। ସେ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି କରିଥିଲେ। ଏନେଇ ତାଙ୍କୁ ୩ ଲକ୍ଷ ୭୮ ହଜାର ଟଙ୍କା କ୍ଷତିପୂରଣ ମିଳିଛି।
ଏକ କୁକୁଡା ସ୍ୱତନ୍ତ୍ର ଅଣ୍ଡା ଦେଇଛି। ଏହି ଅଣ୍ଡାର ଡିମାଣ୍ଡ୍ ଏମିତି ବଢୁଛି ଯେ ଏହାର ମାଲିକ ଗୋଟିଏ ଅଣ୍ଡାକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଅଣ୍ଡାରେ ଏମିତି କ’ଣ ଅଛି ଯାହା ଏତେ ମହଙ୍ଗା ଆସନ୍ତୁ ଜାଣିବା।
ବାବା ଭେଙ୍ଗା ଏଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସତ ହୋଇସାରିଛି। ୨୦୨୨ ପାଇଁ ସେ ୬ଟି ଭବିଷ୍ୟବାଣୀ କରିଛନ୍ତି, ୨ଟି ସତ ହେଲାଣି। ଚଳିତ ବର୍ଷ ଭାରତ ପାଇଁ ରହିଛି ଏହି ଭୟଙ୍କର ଭବିଷ୍ୟବାଣୀ, ଜାଣନ୍ତୁ…
ଆପଣ ବି ରାତିସାରା ପଙ୍ଖା ଦେଇ ଶୋଉଛନ୍ତି କି? ତେବେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। ଆଉ କରନ୍ତୁ ନାହିଁ ଏହି ଭୁଲ୍। ଯଦି ଏହାକୁ ବନ୍ଦ ନ କରିବେ ତେବେ ସାମ୍ନା କରିବାକୁ ହେବ ଏହିସବୁ ସମସ୍ୟା…
ଏ ଦୁନିଆରେ ଏମିତି ବି ଗାଁ ଅଛି ଯେଉଁଠି ଲୋକେ ବିଚିତ୍ର ପରମ୍ପରାକୁ ନେଇ ଜୀବନଯାପନ କରନ୍ତି। ଏହି ଗାଁର ଲୋକେ ବିନା ପୋଷାକରେ ରୁହନ୍ତି। ଅନେକ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଥିବା ବେଳେ ଏବେ ବି ଏହାକୁ ପାଳନ କରାଯାଉଛି।
ପ୍ରତାରଣା କଲା ପ୍ରେମିକ। ପ୍ରତିଶୋଧ ନେବାକୁ ଏକ ଖବରକାଗଜର ପୂରା ପୃଷ୍ଠାକୁ କିଣିନେଲେ ଯୁବତୀ। ବିରୋଧରେ ଦେଲେ ବିଜ୍ଞାପନ। ଜାଣନ୍ତୁ ଲୋଜେ କ’ଣ କହିଲେ।
ଉକ୍ତ ବ୍ୟକ୍ତିଙ୍କର ଏକ ଜରୁରୀ ଡକ୍ୟୁମେଣ୍ଟ ହଜିଯାଇଥିଲା । ତାକୁ ପୁଣି ଥରେ ପାଇବା ପାଇଁ ସେ ଥାନାକୁ ଯାଇଥିଲେ, FIR ଦେବାକୁ ।
ଯେଉଁ ଆପ୍ ବ୍ୟବହାର କରି ଲୋକେ ନିଜ ପାଇଁ ପାର୍ଟନର୍ ଖୋଜନ୍ତି ସେହି ଆପ୍ରୁ ଜଣେ ପୁଅ ତାଙ୍କ ପାଇଁ ୨ ଭଉଣୀ ଯୋଗାଡ କରି ନେଇଛନ୍ତି। ଧୂମ୍ଧାମ୍ରେ ପାଳିବେ ରାଖୀ ପୂର୍ଣ୍ଣିମା।
କରୋନା ଭାଇରସ୍ର ଭୟ ଯାଇ ନଥିବା ବେଳେ ଚାଇନାରୁ ପୁଣି ଆସିଲାଣି ନୂଆ ଭାଇରସ୍। ଲୋକଙ୍କ ପାଖରେ ମୁଣ୍ଡବିନ୍ଧା, କାଶ, ଭୋକ କମିବା, ଶରୀରରେ ଯନ୍ତ୍ରଣା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇଛି। ଏହା ବ୍ୟତୀତ ଶ୍ୱେତ ରକ୍ତ କଣିକା ଓ ପ୍ଲାଲେଟ୍ କମିଯିବା ଭଳି ଦେଖାଯାଉଛି। କେତେକ କ୍ଷେତ୍ରରେ ଲିଭର୍ ଏବଂ କିଡ୍ନୀ ସମସ୍ୟା ମଧ୍ୟ ଦେଖାଯାଇଛି।
ପୃଥିବୀ ଆଡକୁ ମାଡିଆସୁଛି କି ବଡ ବିପଦ। ଅଗଷ୍ଟ ୧୮ରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ବଡ ଉଲ୍କା ପିଣ୍ଡ। ଏମିତି ଭୟଙ୍କର ସୂଚନା ଦେଇଛି ନାସା(NASA)।
ବିବାହ ଉତ୍ସବରେ ଯେଉଁ ଅତିଥିମାନେ ଆସନ୍ତି ସେମାନେ ଉପହାର ଯାହା ବି ଦିଅନ୍ତୁ, କିନ୍ତୁ ସେମାନଙ୍କ ପାଇଁ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । ଏମିତି ବ୍ୟବସ୍ଥା ନଥାଏ ଯେ, ଯିଏ ଭଲ ଉପହାର ଦେବ ତାଙ୍କୁ ଭଲ ଖାଇବା, ଆଉ ଯିଏ କମ୍ ଉପହାର ଦେବ ତାଙ୍କୁ ସାଧା ସିଧା ଖାଇବା ।
ମେଳାରେ ଦୋଳିରେ ବସିଥିଲେ ଛାତ୍ରୀ। ତଳେ ଖସିପଡିଲେ। ଶରୀର ଦୁଇ ଖଣ୍ଡ ହୋଇଗଲା। ୨୨ ଦିନ କୋମାରେ ସଂଘର୍ଷ କଲେ। ପୁଣି ଫେରି ପାଇଲେ ନୂଆ ଜୀବନ।
ଭାରତରେ ଏମିତି ଏକ ସଂପ୍ରଦାୟର ଲୋକେ ବାସ କରନ୍ତି ଯେଉଁମାନଙ୍କ ସଂସ୍କୃତିରେ ରହିଛି ଏକ ନିଆରା ବିବାହ ଉତ୍ସବ। ଏଠାକାର ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ବିବାହ କରନ୍ତି। ତେବେ ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।
ଭାରତର ଏହି ବଜାରରେ ବିକ୍ରିହୁଏ ବର। ଝିଅମାନେ ବଜାରକୁ ଯାଆନ୍ତି, ସେମାନଙ୍କ ବର ବାଛନ୍ତି। ଦାମ ଯେତେ ଅଧିକ ହେବ ସେତେ ଭଳ ବର ମିଳିବ।
ବିଜ୍ଞାନ ଯେତେ ଆଗକୁ ଗଲେ ବି ଜଣଙ୍କ ମନ କଥା ଜାଣିବାରେ ବିଫଳ। କିନ୍ତୁ ଏମିତି ଏକ ଥେରାପି ଅଛି ଯାହା ନିଜ ଅତୀତକୁ ମନେପକେଇ ଦେବ ଆଉ ବର୍ତ୍ତମାନକୁ କରିଦେବ ପରିବର୍ତ୍ତନ। ଆସନ୍ତୁ ଜାଣିବା ସେହି ରାଜ୍ ବିଷୟରେ।
ଜାଣିଲେଣି କି ମଦ ଜୋତା ବିଷୟରେ? ଏକ ବିୟର କମ୍ପାନୀ ଏହାକୁ ପ୍ରସ୍ତୁତ କରୁଛି। ଏହା ଏମିତି ଜୋତା ଯେଉଁଥିରେ ମଦ ଭରି ଯେକୌଣସି ଜାଗାକୁ ବି ନେଇ ହେବ।
ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଲା। ପତ୍ନୀ ରାଗିଗଲେ ଆଉ ପିଲାଙ୍କୁ ନେଇ ବାପ ଘର ପଳେଇଲେ। ପତ୍ନୀଙ୍କୁ ମନେଇବା ନେଇ ନେବାକୁ ହେଲା ୩ ଦିନ ଛୁଟି। ଜାଣନ୍ତୁ କ’ଣ ଥିଲା ଚିଠି।
ନିଜ ବୟସ ଠାରୁ କମ୍ ଦେଖାଯିବାକୁ କିଏ ବା ନ ଚାହେଁ। କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଅଭିଶାପ ହୋଇଯାଇଛି। ୨୭ ବର୍ଷରେ ସେ ୧୨ ବର୍ଷ ପରି ଦେଖାଯାଉଛନ୍ତି ବୋଲି ମିଳୁନି ଚାକିରି।
ବାୟୁସେନାର ଏକ ପୁରୁଣା ହେଲିକପ୍ଟର ଭାଇରାଲ୍ ହେଉଛି। ଏହି ହେଲିକପ୍ଟର ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏମିତି ବି ଏକ ହେଲିକପ୍ଟର ଥିଲା! ଏହା ଦେଖିବାକୁ ଠିକ୍ ହାତୀ ଭଳି।
ସବୁ ମହିଳା ନିଜ ମୁହଁକୁ ଚିକ୍କଣ ରଖିବାକୁ ଭଲ ପାଆନ୍ତି। ମୁହଁରେ ଟିକେ ରୁମ ରଖିବାକୁ ଦିଅନ୍ତି ନାହିଁ। କିନ୍ତୁ ଏଇ ଭାରତରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଶ ରଖିବାକୁ ଭଲ ପାଆନ୍ତି। ତାଙ୍କର ଏହି ନିଶ ପାଇଁ ସେ ଗର୍ବ ଅନୁଭବ କରନ୍ତି।
ପ୍ରକୃତି ଯେବେ ଦେଖାଏ ତାଣ୍ଡବ, ସବୁ କିଛି ହୋଇଯାଏ ଛାରଖାର୍। ଦିନେ ଏହି ଗାଁ ହୋଇଯାଇଥିଲା ଜଳମଗ୍ନ। ଏବେ ଦୀର୍ଘ ୮୨ ବର୍ଷ ପରେ ଦେଖାଯାଉଛି ଏହାର ଝଲକ।
ପ୍ରେମ କେଉଁଠି ଓ କେବେ ହୁଏ ତାହା କେହି କହିପାରିବେ ନାହିଁ। ଖାଲି ଯେ ଯୁବକମାନେ ପ୍ରେମରେ ପଡନ୍ତି ଆଉ ବିବାହ କରନ୍ତି ତାହା ନୁହେଁ। ପରିଣତ ବୟସରେ ବି ପ୍ରେମ ହୁଏ ଆଉ ବାହାଘର ବି ହୁଏ। ଏମିତି ଘଟିଛି ଏକ ୭୦ ବର୍ଷୀୟ ଦମ୍ପତିଙ୍କ କ୍ଷେତ୍ରରେ।