ଅନେକ ଅଛନ୍ତି ଯେଉଁମାନେ ସ୍କୁଲ-କଲେଜରୁ ପ୍ରେମ ଚକ୍କରରେ ପଡିଯାଆନ୍ତି। ସେହିପରି ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ଚେଷ୍ଟା କରି ମଧ୍ୟ କାହାକୁ ପ୍ରେମରେ ପକେଇ ପାରନ୍ତି ନାହିଁ। ଜଣେ ୨୫ ବର୍ଷର ଯୁବତୀ କିନ୍ତୁ ୭ ହଜାର ପୁରୁଷଙ୍କ ଫସେଇ ସାରିଲେଣି।
ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏଠାରେ ଜଣେ ଯୁବତୀ ଏମିତି ପ୍ରଦର୍ଶନ କରୁଛନ୍ତି ଯେ ତାଙ୍କ ଡ୍ୟାନ୍ସ ଫର୍ମ ବୁଝିବା ବି କଷ୍ଟକର। ଆପଣ ଏହାକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ ମଧ୍ୟ।
ପିତା-ମାତାଙ୍କ ଅନ୍ଧବିଶ୍ୱାସ ବିଚରା ନବଜାତକୁ ଦୁନିଆ ଦେଖିବା ଆଗରୁ ମୃତ୍ୟୁକୋଳକୁ ଟାଣିନେଲା।
ୟୁକ୍ରେନର ସୈନିକମାନେ ବର୍ତ୍ତମାନ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ବଂଶ ବଢିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ଏପରି ଏକ ନିଆରା ପନ୍ଥା ଆପଣେଇଛନ୍ତି, ଯାହା ଦ୍ୱାରା ସେମାନଙ୍କ ବଂଶ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ଆଗକୁ ବଢିପାରିବ।
ମଣିଷ ଏବଂ କୁକୁର ମଧ୍ୟରେ ବିବାହ ଅଜବ ଲାଗୁଥାଇପାରେ। କିନ୍ତୁ ଗୋଟିଏ ନୁହେଁ, ଏହିପରି ଦୁଇଟି ବିବାହ ହୋଇଛି। ତାହା ପୁଣି ଓଡିଶାରେ। ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଏହି ବିବାହ ହୋଇଛି। ଏହା ପଛରେ ରହିଛି ଏକ ଅନ୍ଧବିଶ୍ୱାସ।
ଆଜିକାଲି ବିବାହ ପାଇଁ ଗୋଟିଏ ଝିଅ ମିଳୁ ନଥିବା ବେଳେ ଜଣେ ବ୍ୟକ୍ତି ୧୦୦ରୁ ଅଧିକ ବିବାହ କରି ରେକର୍ଡ କରିଛନ୍ତି। ମାତ୍ର ୩୨ ବର୍ଷ ବୟସରେ ସେ ୧୪ଟି ଦେଶରେ ଜ୍ୱାଇଁ ହୋଇଥିଲେ। ଜାଣନ୍ତୁ ତାଙ୍କ ଟ୍ରିକ୍ସ…
ପଞ୍ଚାୟତର ନିଆରା ନିଷ୍ପତ୍ତି..ଲଟେରୀ ପଡ଼ିବ, ଝିଅ ପାଇଁ ବର ବଛାଯିବ । ଜାଣନ୍ତୁ ପୂରା ଘଟଣା..
ଏମିତି ଏକ ସ୍ଥାନ, ଯେଉଁଠି ପ୍ରେମରେ ପଡ଼ିବା ପାଇଁ ଓ ରୋମାନ୍ସ କରିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି। ତା’ବି ପୁଣି ଦିନେ କି ଦୁଇ ଦିନେ ଛାତ୍ରଛାତ୍ରୀଙ୍କୁ ୭ ଦିନ ଛୁଟି ମିଳିଛି। ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି।
ଆଫ୍ରିକାରେ ବସବାସ କରୁଥିବା ହିମ୍ବା ଜନଜାତିର ଲୋକଙ୍କ ମଧ୍ୟରେ ଏଭଳି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଭିଡିଓ ଗେମ୍ ହାତରେ ପଡିଲେ ଦିନରାତି ଜଣାପଡୁ ନଥିଲା। ସବୁକିଛି ଭୁଲି ପୁଅ ବସିଯାଉଥିଲା ଏଇ ନିଶାରେ। ସାବାଡ୍ କରିବା ପାଇଁ ବାପା ନେଲେ ଏମିତି ପଦକ୍ଷେପ। ଖେଳିବା ତ ଛାଡ ପୁଅ ବିଳମ୍ବିତ ରାତିଯାଏ ଅନିଦ୍ରା ବି ହୋଇପାରୁନି।
ଏହି ପର୍ବରେ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପରିଧାନ କରିଥାନ୍ତି । ଏହି ଫଟୋଟି ସେହି ବ୍ୟକ୍ତିଙ୍କର, ଯିଏ ଏହି ଉତ୍ସବରେ ମହିଳା ବେଶ ଧରି ପ୍ରଥମ ପୁରସ୍କାର ପାଇଛନ୍ତି ।
‘ମୋର ୮ ଜଣ ଯାକ ସ୍ତ୍ରୀ ମୋ ଶରୀରର ଅଙ୍ଗ ଅଙ୍ଗକୁ ଖାଇ ଖୋଳ କରିସାରିଲେଣି । ଏଥିପାଇଁ ମୋର ପତ୍ନୀଙ୍କ ପ୍ରତି ଆଉ ମୋହ ମାୟା ନାହିଁ ।’
ବାହାଘରକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀଙ୍କ ବାହାଘର ହେଉଛି । ସାଧାରଣତଃ ଯେପରି ବିବାହ ହୋଇଥାଏ ସେହିପରି ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଛି ।
ସ୍ୱାମୀଙ୍କ ଖୁସି ପାଇଁ ସବୁ କିଛି କରନ୍ତି ପତ୍ନୀ। ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ପାଖକୁ ପଠେଇବା ନେଇ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ। ସେମାନଙ୍କ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସେ ଏପରି କରନ୍ତି ବୋଲି କୁହନ୍ତି।
ଅନେକ ପୋଷାକ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ହୋଇଥାଏ। ଆପଣ ହୁଏତ ଗୋଟିଏ ଜିନିଷ ଜାଣି ନଥିବେ ଯେ କିଛି ଆଇଟମ୍ ପୁରୁଷଙ୍କ ପାଇଁ ତିଆରି କରାଯାଇଥିଲା, ଯାହାକୁ ଏବେ ମହିଳାମାନେ ହିଁ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା ସେହିସବୁ ପୋଷାକ କ’ଣ…
ମଶା ପାଇଁ ନାକେଦମ୍ ପୋଲିସ୍ (UP Police)। ରାତି ଅଧରେ ହସ୍ପିଟାଲରେ ମଶା କଏଲ୍ ଧରି ହାଜର . .
ସ୍ୱାମୀ ଯଦି ଆଉ କେଉଁ ମହିଳା ସହ ପ୍ରେମ ସଂପର୍କ ରଖେ କୋଉ ସ୍ତ୍ରୀ ବା ସହିବ। ଏଠି କିନ୍ତୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଏହି ଘଟଣାରେ ସ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହାର କାରଣ କ’ଣ ଆସନ୍ତୁ ଜାଣିବା।
ଚୀନ୍ରେ ଦ୍ରୁତଗତିରେ ଜନସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି। ଏ ବିଷୟରେ ଚିନ୍ତା କରି ଚୀନ୍ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରିଛି। ଏଠାରେ କିଛି ଶୁକ୍ରାଣୁ ଦାନ ଶିବିର ଆୟୋଜିତ ହେଉଛି।
ଖାଲି ସେତିକି ନୁହେଁ ସଂସ୍ଥା ପକ୍ଷରୁ ସକାଳୁ ସକାଳୁ ଆସିଥିବା ଏହି ସର୍ପ୍ରାଇଜ୍ ହଲିଡେ ମେଲ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ତାଙ୍କର ପତ୍ନୀ ଏବଂ ତାଙ୍କ ସନ୍ତାନମାନଙ୍କର ମା’ ପ୍ରକୃତରେ ତାଙ୍କ ନିଜ ରକ୍ତର ଭଉଣୀ । ଏହାପରେ ତାଙ୍କ ବୈବାହିକ ଜୀବନ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଥିଲା ।
ଏଠି ଅନେକ ବୈଚିତ୍ର ଦେଖାଯାଏ। କେହି କେହି ନିଜ ଖୁସି ପାଇଁ ଅନେକ ଅଜବ କଥାକୁ ଆପଣେଇ ନେଉଥିବା ବେଳେ ଆଉ କାହାକୁ ପରିସ୍ଥିତି ବାଧ୍ୟକରେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନେକେଡ୍ କ୍ଲିନର୍ ଭାବେ କାମ କରନ୍ତି।
ଟ୍ରାଫିକରେ ଫସିଲା କାର୍, ଫାଇଦା ଉଠାଇ କନ୍ୟାକୁ ଛାଡ଼ି ଫେରାର ମାରିଲା ବର(Groom Runaway)। ଏହାଦେଖି ଗାଡ଼ିରୁ ଓହ୍ଲାଇ ବର ପଛେ ପଛେ ଦୌଡ଼ିଥିଲା କନ୍ୟା। ହେଲେ କିଛି ଫାଇଦା ହୋଇନଥିଲା।
ଆଜିକାଲି ଯିଏ ଯେତେ ଦାମୀ କୁକୁର ରଖିଲା ତାକୁ ନେଇ ସେତିକି ଚର୍ଚ୍ଚା ମଧ୍ୟ ହେଲା। ତେବେ ଏମିତି ଜଣେ ବ୍ୟକ୍ତି ଦାମୀ ଏବଂ ବିରଳ ପ୍ରଜାତିର କୁକୁର ପାଳିବାକୁ ଯାଇ କିଭଳି ହଟହଟାର ସାମ୍ନା କରିଛନ୍ତି।
କଳି ଯୁଗରେ ବି ଲୋକଙ୍କୁ ଦେବାକୁ ପଡ଼ୁଛି ଅଗ୍ନିପରୀକ୍ଷା । ତାହା ପୁଣି ତ୍ରେତୟା ଯୁଗର ଅଗ୍ନି ପରୀକ୍ଷା ଷ୍ଟାଇଲ୍ରେ ।
ଯୁବତୀଙ୍କ ବିବାହ ଦିନ ତାଙ୍କର ଶେଷ ଦିନ ପାଲଟିଛି। ଗୁଜୁରାଟର ଭାବନଗରର ସୁଭାଷନଗର ଅଞ୍ଚଳରେ ଏକ ବିବାହ ଉତ୍ସବରେ ଜଣେ କନ୍ୟା ହୃଦଘାତରେ ମୃତ୍ୟୁବରଣ କରିଛି। ଏହା ପରେ କ’ଣ ଘଟିଲା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।