/odishatv-khabar/media/media_files/2026/02/26/t20-2026-02-26-18-57-41.jpg)
T20 Photograph: (OTV)
T-20 ବିଶ୍ବକପ୍ ସେମିରେ ପ୍ରବେଶ କଲା ସାଉଥ୍ ଆଫ୍ରିକା । ଆଜିର ମ୍ୟାଚ ପରେ ସେମିକୁ ଉନ୍ନୀତ ହେଲା ସାଉଥ୍ ଆଫ୍ରିକା । ୱେଷ୍ଟ ଇଣ୍ଡିଜକୁ ୯ ୱିକେଟରେ ହରାଇ ଗ୍ରୁପ୍ -୧ରୁ ସେମିକୁ ଉନ୍ନୀତ ହୋଇଛି । ଅଧିନାୟକ ମାରକ୍ରମଙ୍କ ପରାକ୍ରମୀ ଇନିଂସ ବଳରେ ସାଉଥ୍ ଆଫ୍ରିକା ଦମଦାର୍ ପ୍ରଦର୍ଶନ କରିଛି ।
Advertisment
ରନ୍ ରେଟ୍ ଦ୍ବନ୍ଦ୍ବରୁ...
ପୂର୍ବରୁ ସେମିଫାଇଲରେ ପ୍ରବେଶ କରି ସାରିଛି ଇଂଲଣ୍ଡ । ତେବେ ସାଉଥ୍ ଆଫ୍ରିକାର କ୍ରମାଗତ ଦ୍ୱିତୀୟ ବିଜୟ ଭାରତ ପାଇଁ ଆଶା ବଢ଼ାଇଛି । ରନ୍ ରେଟ୍ ଦ୍ବନ୍ଦ୍ବରୁ ଭାରତକୁ ଏକପ୍ରକାର ମୁକ୍ତି ମିଳିଛି ।
ପରବର୍ତ୍ତୀ ଦୁଇ ମ୍ୟାଚ୍ ଜିତିଲେ ସେମିକୁ ଯାଇ ପାରିବ ଭାରତ । ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଚ୍ ଯଦି ବାଧାପ୍ରାପ୍ତ ହୁଏ, ତେବେ ସମସ୍ୟା ସୃଷ୍ଟି ହୋଇପାରେ ।
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)