/odishatv-khabar/media/media_files/2025/12/13/lionel-messi-2025-12-13-08-34-59.jpg)
Lionel Messi Photograph: (OTV)
ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସୀ। ତିନି ଦିନିଆ ଗସ୍ତରେ ଆସି କୋଲକାତାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶାହାରୁଖ ଖାନଙ୍କୁ ସାକ୍ଷାତ କରିବେ। କୋଲକାତା ପରେ ମୁମ୍ବାଇ, ହାଇଦ୍ରାବାଦ୍ ଏବଂ ଦିଲ୍ଲୀରେ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଭେଟି ପାରନ୍ତି ମେସୀ।
କୋଲକାତାରେ ପହଞ୍ଚିବା ପରେ ଜୋରଦାର ସ୍ୱାଗତ କରାଯାଇଛି। ମେସିଙ୍କ ଗସ୍ତକୁ ନେଇ ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। କୋଲକାତାର ଲୋକେ ସଲ୍ଟ ଲେକ୍ ସିଟି ଷ୍ଟାଡିୟମରେ କାର୍ଯ୍ୟକ୍ରମ ରହିଛି। ଶ୍ରୀଭୂମି ସ୍ପୋଟିଂ କ୍ଲବ ପକ୍ଷରୁ ଏକ ୭୦ ଫୁଟିଆ ମେସୀଙ୍କ ଷ୍ଟ୍ୟାଚୁ ନିର୍ମାଣ କରାଯାଇଛି, ଯାହାକୁ ଉଦଘାଟନ କରିବେ ମେସୀ।
୨୦୧୧ରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ଆର୍ଜେଣ୍ଟିନା ଷ୍ଟାର୍ ଖେଳାଳି। ସେତେବେଳେ ସେ କୋଲକାତାର ସଲ୍ଟ୍ ଲେକ୍ ଷ୍ଟାଡିୟମରେ ଖେଳିଥିଲେ। ଏଥର କିନ୍ତୁ ସେ ୪ଟି ସହର ଗସ୍ତ କରିବେ। ଡିସେମ୍ବର ୧୫ରେ ଦିଲ୍ଲୀ ଗସ୍ତ କରି ଆର୍ଜେଣ୍ଟିନା ଫେରିଯିବେ।
• ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସୀ
• ତିନି ଦିନିଆ ଗସ୍ତରେ ଆସି କୋଲକାତାରେ ପହଞ୍ଚିଲେ
• କୋଲକାତା ବିମାନ ବନ୍ଦରରେ ଜୋରଦାର ସ୍ୱାଗତ
• ମମତା ବାନାର୍ଜୀ ଓ ଶାହାରୁଖ ଖାନଙ୍କୁ ସାକ୍ଷାତ କରିବେ
• ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଉତ୍ସାହ
• କୋଲକାତା ପରେ ମୁମ୍ବାଇ, ହାଇଦ୍ରାବାଦ୍, ଦିଲ୍ଲୀରେ କାର୍ଯ୍ୟକ୍ରମ
Daily Horoscope 13th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 13th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Agniveers Showcase Elite Tactics: କୋଣାର୍କରେ ମନମୋହିଲା ଅଗ୍ନିବୀରଙ୍କ ରଣକୌଶଳ, ୧୨ କୋଟି ବ୍ୟୟରେ ହୋଇଛି ଅତ୍ୟାଧୁନିକ ଟ୍ରେନିଂ ପ୍ରତିଷ୍ଠାନ

Court Steps In: କୋର୍ଟଙ୍କ ହସ୍ତକ୍ଷେପ ପରେ ଦୃଷ୍ଟିବାଧିତଙ୍କୁ ପ୍ରାପ୍ୟ, ଭିନ୍ନକ୍ଷମଙ୍କ ପାଇଁ ପ୍ରଶାସନର ଉତ୍ତର ଦାୟିତ୍ବକୁ ନେଇ ପ୍ରଶ୍ନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)