/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)
Panchang Photograph: (OTV)
ସୈାର ତୁଳା ମାସ ମାର୍ଗଶୀର କୃଷ୍ଣପକ୍ଷ ଇଂରାଜୀ ୦୬ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଦିବା ୧୧.୪୭ ଗତେ ବୃଷ । ତିଥି - ପ୍ରତିପଦ ଦିବା ୦୨.୫୪ ଗତେ ୨ୟା । ଘାତଚନ୍ଦ୍ର – ମେଷ ରାଶିର , ଦିବା ୧୧.୪୭ ଗତେ ବିଛା ରାଶିର । ଘାତବାର – ତିଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ପ୍ରାତଃ ୦୬.୩୩ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୪ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୨୭ ଗତେ ରୋହିଣୀ ନାସ୍ତି ୨ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୫୩ ରୁ ୦୭.୧୩
ସନ୍ଧ୍ୟା – ୦୫.୫୭ ରୁ ୦୯.୨୨
ରାତ୍ରି – ୦୧.୦୬ ରୁ ୦୩.୨୦
ରାତ୍ରି – ୦୪.୧୨ ରୁ ୦୫.୫୪
ଅଶୁଭ ସମୟ -
ରାହୁକାଳ - ଦିବା ୧୨.୫୪ ରୁ ୦୨.୧୮
କାଳବେଳା - ଦିବା ୦୨.୧୮ ରୁ ୦୩.୪୨
ବାରବେଳା- ଦିବା ୦୩.୪୨ ରୁ ୦୫.୦୬
କାଳରାତ୍ରି – ରାତ୍ରି ୧୧.୩୦ ରୁ ୦୧.୦୬
Advertisment
Advertisment



Related Articles
Sri Sri RaviShankar to Visit Odisha: ୪ ଦିନିଆ ଓଡ଼ିଶା ଗସ୍ତରେ ଶ୍ରୀ ଶ୍ରୀ ରବିଶଙ୍କର
POSTED

History Of Bali Jatra: ଇତିହାସର ଆଇନାରେ ଯୋବ୍ରା କାହାଣୀ; ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ
POSTED

Crime Scene Recreation: କୁମାର ପୂର୍ଣ୍ଣିମାରେ କ୍ରାଇମ୍, କାର୍ତ୍ତିକ ପୂର୍ଣ୍ଣିମାରେ ସିନ୍ ରିକ୍ରିଏସନ୍: ଡେମୋ ଦେଖାଇଲେ କୁରୁପତି ଓ ଚିଣ୍ଟୁ
POSTED

Jatra legend lost Life: ଅସହ୍ୟ DJ ସାଉଣ୍ଡ ନେଲା ଯାତ୍ରା ଅଭିନେତା ଦେବୀ ରଥଙ୍କ ଜୀବନ: ପୁଅ ଆଣିଲେ ସାଂଘାତିକ ଅଭିଯୋଗ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)