Advertisment

Khandagiri Kumbh Mela Begins: ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା, ସାରା ଦେଶରୁ ସାଧୁ ସନ୍ଥଙ୍କ ସମାଗମ

ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା। ରାଜ୍ୟ ଓ ରାଜ୍ୟ ବାହାର ନାଗା ସାଧୁମାନଙ୍କ ଧୀରେ ଧୀରେ ସମାଗମ ହେଉଛି।

author-image
Chinmayee Sahoo
Khandagiri

Khandagiri Photograph: (OTV)

ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା। ରାଜ୍ୟ ଓ ରାଜ୍ୟ ବାହାର ନାଗା ସାଧୁମାନଙ୍କ ଧୀରେ ଧୀରେ ସମାଗମ ହେଉଛି। ଖଣ୍ଡଗିରୀ ମେଳାର ପାଦ ଦେଶରେ ସାଧୁ ମାନେ ନିଜ ନିଜ ଆସ୍ଥାନ ଜମାଇଲେଣି । 

Advertisment

କେହି କେହି ଲିପାପୋଛା କରି ହୋମ କୁଣ୍ଡ ସଜାଡୁଛନ୍ତି। ୯ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ଆଜି ଆକାଶ ଗଙ୍ଗାରେ ସ୍ନାନସାରି ଖଣ୍ଡ ଖିରି ଖାଇ କଳସ ଯାତ୍ରାରେ ଯିବେ ସାଧୁସନ୍ଥ। ପ୍ରଶାସନ ପକ୍ଷରୁ ସାଧୁ ସନ୍ଥଙ୍କ ଲାଗି  ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।

ମାଘ ସପ୍ତମୀରୁ ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା 
ସାରା ଦେଶରୁ ସାଧୁ ସନ୍ଥଙ୍କ ସମାଗମ 
୯ ଦିନ ବ୍ୟାପୀ ଚାଲିବ ଖଣ୍ଡିଗିରି କୁମ୍ଭ ମେଳା

Advertisment

Khandagiri Mela
Advertisment
Related Articles
Advertisment