/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୫ ରବିବାର। ଚନ୍ଦ୍ର – ମୀନ ଦିବା ୦୧.୩୫ ଗତେ ମେଷ। ତିଥି - ୭ମୀ ରାତ୍ରି ୧୧.୧୦ ଗତେ ୮ମୀ। ଘାତଚନ୍ଦ୍ର – ଧନୁ ରାଶିର , ଦିବା ୦୧.୩୫ ଗତେ ମେଷ ରାଶିର। ଘାତବାର – ମେଷ ରାଶିର। ପୁଷ୍କର ଦୋଷ –୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୧.୧୦ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ପ୍ରାତଃ – ୦୬.୨୭ ରୁ ୧୦.୦୮
ଦିବା – ୦୧.୨୧ ରୁ ୦୧.୪୯
ସନ୍ଧ୍ୟା – ୦୬.୨୨ ରୁ ୦୮.୫୭
ରାତ୍ରି – ୧୨.୨୪ ରୁ ୦୧.୩୫
ରାତ୍ରି – ୦୩.୧୩ ରୁ ୦୩.୫୧
ଅଶୁଭ ସମୟ -
ରାହୁକାଳ – ଦିବା ୦୪.୦୭ ରୁ ୦୫.୩୦
କାଳବେଳା – ଦିବା ୧୧.୫୯ ରୁ ୦୧.୨୧
ବାରବେଳା – ଦିବା ୧୦.୩୬ ରୁ ୧୧.୫୯
କାଳରାତ୍ରି - ରାତ୍ରି ୦୧.୩୫ ରୁ ୦୩.୧୩
Advertisment
Advertisment



Related Articles
Woman Seriously Injured in Bear Attack: ବିଲ ପାଖରେ ଭାଲୁ ଆତଙ୍କ, କାଠ ଆଣିବାକୁ ଯାଇ ମୃତ୍ୟୁମୁଖରୁ ଫେରିଲେ ଯୁବତୀ
POSTED

Two Robbers Arrested: ୨ ଡକାୟତ ଗିରଫ, ୨୮୮ ଗ୍ରାମ ସୁନା, ୨ ସ୍କର୍ପିଓ, ୪ ମୋବାଇଲ ଜବତ
POSTED

Republic Day Non-Veg Ban: ଜାନୁଆରୀ ୨୬ରେ ଆମିଷ ଦ୍ରବ୍ୟ ଓ ଖାଦ୍ୟପଦାର୍ଥ ବିକ୍ରି ଉପରେ ଲାଗିଛି ପ୍ରାଶାସନିକ କଟକଣା
POSTED

Fresh Rules for Bureaucrats: MLA ଓ MPଙ୍କୁ ଅଫିସରଙ୍କ ବ୍ୟବହାରକୁ ନେଇ ଆସିଲା ଗାଇଡଲାଇନ୍, ୧୫ ଦିନ ଭିତରେ ଜନପ୍ରତିନିଧିଙ୍କ ଚିଠିର ଉତ୍ତର ନଦେଲେ ଆକ୍ସନ ହେବ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)