/odishatv-khabar/media/media_files/2026/02/09/sura-routray-2026-02-09-13-05-12.jpg)
Sura Routray Photograph: (OTV)
ପୁଣି ନିର୍ବାଚନ ଲଢ଼ିବେ ସୁର। ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ପୁଣି ଲଢ଼ିବି ବୋଲି କହିଛନ୍ତି ସୁର ରାଉତରାୟ। କହିଛନ୍ତି, ମୁଁ ଛାଡ଼ି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା।
Advertisment
ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ। ଲୋକଙ୍କ ସହ ମିଶୁଛୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି। ଆମ ପାଖରେ ଶକ୍ତି ସଂଗଠନ, ପଇସା ଅଛି। ନିର୍ବାଚନ ଜିତିବୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।
Advertisment



Related Articles
Lifeguards Save Tourists: ଅଘଟଣ ରୋକିଲେ ଲାଇଫଗାର୍ଡ, ସମୁଦ୍ର ପାଣିକୁ ଲମ୍ଫ ମାରି ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ
POSTED

Spirit Movie Controversy: ସେଟରେ ଭୟଙ୍କର ବିବାଦ! ପ୍ରଭାସଙ୍କ ହାତ ଛାଡୁଛନ୍ତି ବଡ ବଡ ତାରକା
POSTED

Murder Behind Accident: ରାଜଧାନୀ କାର୍ ଦୁର୍ଘଟଣାରେ ମର୍ଡର ଲିଙ୍କ୍, ଚାଞ୍ଚଲ୍ୟକର ଖୁଲାସା
POSTED

Bomb Threat: ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ରାଜଧାନୀରେ ହାଇ ଆଲର୍ଟ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)