/odishatv-khabar/media/media_files/2026/02/09/murder-case-2026-02-09-12-33-07.jpg)
Murder Case Photograph: (OTV)
ରାଜଧାନୀର ଶିଶୁ ଭବନ ଛକ ଓଭର ବ୍ରିଜ୍ ତଳକୁ କାର୍ ଖସି ପଡ଼ିବା ଘଟଣା ପଛରେ ଲୁଚିଛି ଚାଞ୍ଚଲ୍ୟକର କାହାଣୀ। ସୂଚନା ଅନୁସାରେ ବ୍ରିଜ୍ ତଳକୁ ଖସି ପଡ଼ିଥିବା ବ୍ରହ୍ମଗିରି ଅଞ୍ଚଳର। ଏହି ଗାଡ଼ିଟିକୁ ସେଠିକାର ସତ୍ୟବ୍ରତ ପ୍ରଧାନ ନାମକ ଜଣେ ଡ୍ରାଇଭର ଚଳାଉଥିଲେ।
Advertisment
ହେଲେ ସତ୍ୟବ୍ରତ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ତାଙ୍କ ପ୍ରେମିକାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ପ୍ରେମିକା, ସତ୍ୟବ୍ରତଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକାକୁ ଥାନାକୁ ଆଣି ଅଟକ ରଖିଛି ପୋଲିସ୍।
ସେପଟେ ସତ୍ୟବ୍ରତଙ୍କ ମୃତ୍ୟୁ ଖବର ପାଇ ଗାଡ଼ି ମାଲିକ ନିଜେ ଆସି ଆଉ ଜଣେ ଡ୍ରାଇଭର ସହାୟତାରେ ଗାଡ଼ି ନେଇ ପଳାଉଥିବା ବେଳେ କାର୍ ଟି ବ୍ରିଜ୍ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି।
Advertisment
Advertisment



Related Articles
Bomb Threat: ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ରାଜଧାନୀରେ ହାଇ ଆଲର୍ଟ
POSTED

Self-Immolation: ନିଜକୁ ଜାଳିଦେଲେ ଯୁବକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
POSTED

CRPF Suicide: ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ
POSTED

T20 World Cup: ବଡ ଦେଶ ବିପକ୍ଷରେ ମ୍ୟାଚ ହାରୁଛନ୍ତି, ହେଲେ ମନ ଜିତୁଛନ୍ତି... ଦେଉଛନ୍ତି କଡ଼ା ଟକ୍କର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)