Advertisment

Bomb Threat: ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ରାଜଧାନୀରେ ହାଇ ଆଲର୍ଟ

ସଂସଦକୁ ବୋମାରେ ଉଡ଼ାଇବାକୁ ଧମକ। ପାର୍ଲାମେଣ୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଛି। ଆସନ୍ତା ୧୩ ତାରିଖରେ ବୋମାରେ ଉଡ଼ାଇବାକୁ ଧମକ ମିଳିଛି। ଆଉ ୯ଟି ସ୍କୁଲକୁ ବି ଆସିଛି ବୋମା ଧମକ।

author-image
Chinmayee Sahoo
Bomb Threat

Bomb Threat Photograph: (OTV)

ସଂସଦକୁ ବୋମାରେ ଉଡ଼ାଇବାକୁ ଧମକ। ପାର୍ଲାମେଣ୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଛି। ଆସନ୍ତା ୧୩ ତାରିଖରେ ବୋମାରେ ଉଡ଼ାଇବାକୁ ଧମକ ମିଳିଛି। ସଂସଦ ଭବନ ସହ ଆଉ ୯ଟି ସ୍କୁଲକୁ ବି ଆସିଛି ବୋମା ଧମକ। ଦିନ ୧ଟା ୧୧ ମିନିଟରେ ବିସ୍ଫୋରଣ କରିବାକୁ ଧମକ ଆସିଛି। 

Advertisment

ଖଲିସ୍ତାନ ନାଁରେ ମେଲ୍ ରେ ଆସିଛି ବୋମା ଧମକ। ଦିଲ୍ଲୀର ବିଭିନ୍ନ ସ୍କଲକୁ ମିଳିଛି ବୋମାରେ ଉଡ଼ାଇ  ଦେବାକୁ ଧମକ। ଇ-ମେଲରେ ବିଭିନ୍ନ ସ୍କୁଲକୁ ଆସିଛି ଧମକ ବୋମା ଧମକ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୋଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍ ର ତନ୍ନତନ୍ନ ଯାଞ୍ଚ।

Bomb Threat
Advertisment
Related Articles
Advertisment