• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Municipal Elections Updates

Vote Buying
ପୌର ଭୋଟ୍‌ ଆଗରୁ ଚାଲିଛି ଟଙ୍କା ବଣ୍ଟା

ପୌର ଭୋଟ୍ ପୂର୍ବରୁ ସାରା ରାଜ୍ୟରୁ ଆସୁଛି ନୋଟ୍ ଫର୍ ଭୋଟ୍‌ର ସାଙ୍ଘାତିକ ଅଭିଯୋଗ । ଭୁବନେଶ୍ୱରରୁ କୋରାପୁଟ ପର୍ଯ୍ୟନ୍ତ ଅଧିକାଂଶ ପୌରାଞ୍ଚଳରେ ଶାସକ ଦଳ ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି ।

Vote Buying
'ନୋଟ୍‌ ନିଅ, ଭୋଟ୍‌ ଦିଅ' ନିର୍ବାଚନ ଜିତିବା ପାଇଁ ବିଜେଡିର ନୂଆ ଫର୍ମୁଲା !

ଭୁବନେଶ୍ୱର ସୁନାବେଡା ରେମୁଣା, ବାରିପଦା ଚାରି ସ୍ଥାନରୁ ଆସିଛି ଟଙ୍କା ବଣ୍ଟାର ଭାଇରାଲ ଭିଡିଓ । ପୌର ଭୋଟ୍ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସୁଛି ଭୋଟରଙ୍କୁ ଟଙ୍କା ବଣ୍ଟାଯିବାର ସାଙ୍ଘାତିକ ଅଭିଯୋଗ । ‘ନୋଟ୍ ନିଅ, ଭୋଟ୍ ଦିଅ’ ନିର୍ବାଚନ ଜିତିବା ଲାଗି ଶାସକ ବିଜେଡି ଏହି ଫର୍ମୁଲା ଧରିଥିବା ଅଭିଯୋଗ ହେଉଛି ।

ULB Polls
ସରିଲା ପ୍ରଚାର, ଶେଷ ଦିନରେ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ ! କମ୍ପିଲା ସହର

ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ଚାଲିଛି ପ୍ରଚାର । ହେଭିେଓ୍ୱଟ୍ ଓ ସେଲିବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର ।

otv
ପୌର ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ପ୍ରତିଶ୍ରୁତିର ବର୍ଷା

ନୂଆ ଏନଏସିରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦେଇ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ଭଦ୍ରକ ଜିଲ୍ଲା ଧାମନଗର ସହ ଚାନ୍ଦବାଲି ଏନଏସିରେ ନିର୍ବାଚନ ହେବ ।

otv
ଢେଙ୍କାନାଳ ମ୍ୟୁନିସପାଲଟିରେ କିଏ ହେବ ପୌରାଧ୍ୟକ୍ଷ

ଏଥର ମୈଦାନରେ ୭ ପ୍ରାର୍ଥୀ ଢେଙ୍କାନାଳ ମ୍ୟୁନିସପାଲଟି ପାଇଁ ଚାଲିଛି ଜୋରଦାର ଲଢେଇ

Rebel Candidates
ବିରୋଧୀଙ୍କ ଅପେକ୍ଷା ବିଜେଡିଙ୍କୁ ବେଶୀ ବିଦ୍ରୋହୀଙ୍କ ଡର

ବିଜେଡିର ଚିନ୍ତା ବଢାଉଛନ୍ତି ରିବେଲ୍ କ୍ୟାଣ୍ଡିଡେଟ୍ । ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ସିଧାସଳଖ ଚାଲେଞ୍ଜ ଦେଉଛନ୍ତି ।

REBEL_INDIPENDENT_TENSION_
ବିଜେଡ଼ିର ଚିନ୍ତା ବଢାଉଛନ୍ତି କି ରିବେଲ୍‌ କ୍ୟାଣ୍ଡିଡେଟ୍‌? ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରୁଛନ୍ତି

ବିଜେଡ଼ିର ଚିନ୍ତା ବଢାଉଛନ୍ତି କି ରିବେଲ୍‌ କ୍ୟାଣ୍ଡିଡେଟ୍‌? ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରୁଛନ୍ତି

BASTI_VOTER_CRUCIAL_WILL BE GAME CHANGER IN ELECTION
କାଲି ଶେଷ ଦିନ ପ୍ରଚାର, ବସ୍ତି ଭୋଟ୍‌ର ହୋଇ ପାରନ୍ତି ଗେମ୍‌ ଚେଞ୍ଜର

ପୌର ନିର୍ବାଚନ ପାଇଁ କମ୍ପୁଛି ସାରା ରାଜ୍ୟ: କାଲି ଶେଷ ଦିନ ପ୍ରଚାର, ଭୋଟ୍‌ରଙ୍କୁ ମନାଇବା ଲାଗି ନେତାଙ୍କ ଜାରି ରହିଛି ପ୍ରୟାସ

Municipal Elections 2022
ବସ୍ତି ବାସିନ୍ଦାଙ୍କ ମନ ଜିଣିବା ପାଇଁ ସବୁଦଳ କରୁଛନ୍ତି ପ୍ରତିଶ୍ରୁତିର ବର୍ଷା

ତେବେ ସବୁ ଦଳର ଫୋକସ୍‌ରେ ରହିଛି ବସ୍ତି ଭୋଟ୍ । କାରଣ ବସ୍ତି ଭୋଟ୍ ହିଁ ପୌର ନିର୍ବାଚନର ହାର ଜିତ୍‌ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପୌରାଞ୍ଚଳରେ ଶିକ୍ଷିତ ଭୋଟର୍ ପ୍ରାୟତଃ କମ୍ ଭୋଟ୍ ଦେବାକୁ ଯାଇଥାନ୍ତି । କିନ୍ତୁ ବସ୍ତିବାସିନ୍ଦା ଅଧିକ ମାତ୍ରାରେ ଭୋଟ ଦେଇଥାନ୍ତି ।

GUPCHUP
ଦିନ ସାରା ଚେୟାରମ୍ୟାନ୍‌ ପ୍ରାର୍ଥୀ ହୋଇ କରୁଛନ୍ତି ପ୍ରଚାର, ସନ୍ଧ୍ୟାରେ ବିକୁଛନ୍ତି ଗୁପ୍‌ଚୁପ୍‌

ମହିଳା ଗୁପଚୁପ୍‌ ବିକାଳୀ ଜଣକ ଏବେ କଂଗ୍ରେସ ଦଳ ପକ୍ଷରୁ ଚେୟାରମ୍ୟାନ ସିଟ୍‌ ପାଇଁ ଲଢେଇ କରୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

Odisha Municipal Elections
"ଯିଏ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବ ତାକୁ ହିଁ ଭୋଟ ଦେବୁ"

ଚାଲିଛି ପ୍ରଚାର, କମ୍ପୁଛି ମଇଦାନ । ପ୍ରଥମ କରି ପୌର ନିର୍ବାଚନର ସାମ୍ନା କରୁଥିବା ବିଜେପୁରରେ ଏବେ ସରଗରମ ରାଜନୀତି । ଏଠାରେ କଂଗ୍ରେସ, ବିଜେଡି, ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି ।

ULB Polls
ULB Polls: ଏଥର ୨୨ ହଜାର ପୋଲିଂ କର୍ମଚାରୀ, ୪୦ ଲକ୍ଷ ୫୫ ହଜାର ଭୋଟର

ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ତେବେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।

ULB Polls
ପୌର ଭୋଟ୍ ପାଇଁ ପ୍ରଚାରରେ କମ୍ପୁଛି ସହର, ଦେଖାଦେଲେନି ହେଭିୱେଟ୍

ପୌର ଭୋଟ୍ ପାଇଁ ପ୍ରଚାରରେ କମ୍ପୁଛି ସହର । ଆଉ ମାତ୍ର ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାକୁ ଆଉ ଏ ଲଢ଼େଇ ନଥିବ । ହେଲେ ବିଜେଡି ହେଉ କି ବିରୋଧୀ ବିଜେପି ଅବା କଂଗ୍ରେସ, ଏଯାଏଁ ପ୍ରଚାର ମୈଦାନ୍‌କୁ ଓହ୍ଲାଇ ନାହାନ୍ତି ସେଭଳି କୌଣସି ହେଭିୱେଟ୍ ।

ULB Polls
ପୌର ନିର୍ବାଚନ: ହେଭିୱେଟ୍‌ଙ୍କ ଦେଖା ନାହିଁ, ପୁଣି ବିଜେଡି କରିବ କି କ୍ଲିନ୍‌ ସ୍ୱିପ୍ ?

ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି ।

Kendrapara municipal election campaign
କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ପ୍ରଚାର

କେନ୍ଦ୍ରାପଡ଼ାରେ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପୌର ନିର୍ବାଚନ ଲାଗି ମାଲକାନଗିରିରେ ଜୋର ଧରିଛି ପ୍ରଚାର । ଦିନରାତି ଏକ କରି ନେତା ଭୋଟ୍ ମାଗୁଛନ୍ତି ଘରକୁ ଘର ବୁଲିବା ସହ ରୋଡ୍ ସୋ କରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ ଡହ ଡହ ଖରାକୁ ଖାତିର ନ କରି କଂଗ୍ରେସର ପ୍ରାର୍ଥୀମାନେ ଆଜି ପ୍ରଚାର କରିଛନ୍ତି

campaign
ପ୍ରାର୍ଥୀଙ୍କ ଏକଲାଚଲୋ ପ୍ରଚାର : ନା ଅଛନ୍ତି କର୍ମୀ ନା ସମର୍ଥକ, ସ୍କୁଟି ଧରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପୌରାଧ୍ୟକ୍ଷ ପ୍ରାର୍ଥୀ ବ୍ରହ୍ମାନନ୍ଦ

 ବଡ଼ବିଲ ପୌରାଧ୍ୟକ୍ଷ ପ୍ରାର୍ଥୀ ବ୍ରହ୍ମାନନ୍ଦ ପାଢ଼ୀ । ସେ ପାଗଳା ନନା ଭାବେ ବଡ଼ବିଲରେ ବେଶ୍ ପରିଚିତ  । ପେଷାରେ ସେ ହେଉଛନ୍ତି ଜଣେ ପୂଜକ । ବଡ଼ବିଲ ଚେୟାରମ୍ୟାନ ହେବାକୁ ତାଙ୍କର ପ୍ରବଳ ଇଛା

bargarh
ବରଗଡ଼ରେ କେମିତି ଅଛି ନିର୍ବାଚନୀ ପାଣିପାଗ ? ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ୧୦ ପ୍ରାର୍ଥିନୀ,ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର

ବରଗଡ଼ରେ ଯୁଆଡ଼େ ଚାହିଁବ ଭଙ୍ଗା, ମୁକୁଳା...ଉଚ୍ଛୁଳା ଡ୍ରେନ୍ । ସ୍ୱଚ୍ଛ ବରଗଡ଼, ସବୁଜ ବରଗଡ଼ର ସ୍ଳୋଗାନକୁ ଉପହାସ କରି ସେଇ ପାଖରେ ଏବଂ ଗଳି ଗଳିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି । କେବଳ ୧ ନମ୍ବର ଓ୍ୱାର୍ଡର କେଶବ ନଗର ନୁହେଁ, ଅଳ୍ପ ବହୁତେ ବରଗଡ଼ ସହରର ଅଧିକାଂଶ ଓ୍ୱାର୍ଡରେ ପରିମଳର ଏହିଭଳି ସ୍ଥିତି ।

Odisha ULB Polls
କାମ ଦେବ ତ ପ୍ରସଙ୍ଗ ରାଜନୀତି ?

ପୌର ନିର୍ବାଚନରେ ବିଜେଡ଼ି ଉପରେ ବିରୋଧୀଙ୍କ ପ୍ରସଙ୍ଗ ରାଜନୀତି କାମ ଦେବ ତ?

Election
ନାହିଁ ପୋଷ୍ଟର,ବ୍ୟାନର୍‌, କି ଷ୍ଟାର ପ୍ରଚାରକ; କେବଳ ଆତ୍ମବିଶ୍ୱାସରେ ଲଢ଼ୁଛନ୍ତି ନିର୍ବାଚନ

ଯୋଡ଼ା ଓ ବଡ଼ବିଲରେ ସ୍ୱାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଏକଲାଚୋଲ ପ୍ରଚାର । ଜିତିବାକୁ ମନରେ ରହିଛି ଦୃଢ ଇଛା । ନା ଅଛନ୍ତି କର୍ମୀ ନା ସମର୍ଥକ, ସ୍କୁଟି ଧରି ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା ।

ULB Polls
ଅଭିନବ ଉପାୟରେ ନିର୍ବାଚନ ପ୍ରଚାର : ଘରେ ଘରେ ପଦ୍ମ ଦେଇ ଭୋଟ ମାଗୁଛନ୍ତି ପ୍ରାର୍ଥୀ

ଭୋଟରଙ୍କୁ ପଦ୍ମଫୁଲ ଦେଇ ଭୋଟଭିକ୍ଷା କରୁଛନ୍ତି ବାରିପଦା ସହର ୩ ନମ୍ବର ୱାର୍ଡର ବିଜେପି କାଉଁସିଲର୍‌ ପ୍ରାର୍ଥି।

Municipal Elections 2022
ପୌର ନିର୍ବାଚନ: ସରଗରମ ଯାଜପୁର ରାଜନୀତି, ପ୍ରାର୍ଥୀଙ୍କ ପାଇଁ ଅଡୁଆ ପୌରାଞ୍ଚଳର ବିଭିନ୍ନ ସମସ୍ୟା

ଦଳୀୟ ଅଙ୍କକଷା ଓ ପ୍ରାର୍ଥୀଙ୍କ ଘମାଘୋଟ ପ୍ରଚାର ଭିତରେ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି ପୌରାଂଚଳର ବିଭିନ୍ନ ସମସ୍ୟା । ଭେଣ୍ଡିଂ ଜୋନର ବ୍ୟବସ୍ଥା ନଥିବାରୁ ଆଜିବି ରାସ୍ତା କଡରେ ବସି ବ୍ୟବସାୟ କରୁଛନ୍ତି ଉଠା ଦୋକାନୀ । ଅନେକ ୱାର୍ଡରେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି ।

Bhubaneswar Municipal Elections
ଭୁବନେଶ୍ୱର ବିଜେପିର ମେୟର ! ଜାଣନ୍ତୁ, କେଉଁ ପ୍ରାର୍ଥୀଙ୍କ କ’ଣ ବ୍ୟାକ୍‌ଗ୍ରାଉଣ୍ଡ ?

କଂଗ୍ରେସ-ବିଜେଡି-ବିଜେପି ସମସ୍ତେ ଛକାଛକି। ହାତେଇବାକୁ ବସିଛନ୍ତି ଭୁବନେଶ୍ୱର ମେୟର ପଦବୀ। ନୂଆ ପ୍ରାର୍ଥୀ ଦେଇ କରୁଛନ୍ତି ପ୍ରଚାର। କିଏ ଖଟିରେ ତ ଆଉ କିଏ ପାର୍କରେ କରୁଛି କ୍ୟାମ୍ପେନିଂ। ଆଜି ଆମେ ଆପଣଙ୍କୁ କହୁଛୁ ବିଜେପିର ଡ. ସୁନୀତି ମୁଣ୍ଡଙ୍କ ବିଷୟରେ ଅନେକ କଥା...

Bhubaneswar Municipal Elections
ଭୁବନେଶ୍ୱର ମେୟର ! ଜାଣନ୍ତୁ, କେଉଁ ପ୍ରାର୍ଥୀଙ୍କ କ’ଣ ବ୍ୟାକ୍‌ଗ୍ରାଉଣ୍ଡ ?

ଆପଣମାନେ ଜାଣନ୍ତି କି କ’ଣ ରହିଛି ବିଜେଡି ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିଅର? ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ? କେବେ ଓ କେମିତି ରାଜନୀତିକୁ ଆସିଲେ? ଆସନ୍ତୁ ଜାଣିବା ଭୁବନେଶ୍ୱରର ବିଜେଡି ମେୟର ପ୍ରାର୍ଥୀଙ୍କ ବିଷୟରେ

Berhampur ULB Polls
ବ୍ରହ୍ମପୁରରେ କାହାକୁ ବାଛିବେ ମେୟର ? କେଉଁ ପ୍ରାର୍ଥୀଙ୍କ କ’ଣ ରହିଛି ବ୍ୟାକ୍‌ଗ୍ରାଉଣ୍ଡ ? ଜାଣନ୍ତୁ..

ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।

ULB Polls
ପୌର ନିର୍ବାଚନ ପ୍ରଚାରରେ କମ୍ପୁଛି ସହରୀ ଗାଁ

ପୌର ନିର୍ବାଚନ ପ୍ରଚାରରେ କଂପୁଛି ସହରର ଗଳିକନ୍ଦି । ନେତା ଓ ସମର୍ଥକଙ୍କୁ ଧରି ଭୋଟରକୁ ମନାଇବାକୁ ମଇଦାନରେ ପ୍ରାର୍ଥୀ । ପଞ୍ଚାୟତ ପରେ କଣ ହେବ ପୌର ନିର୍ବାଚନ ଫଳାଫଳ ।