• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Municipal Elections Updates

Odisha SEC on Municipal Elections 2022
ପ୍ରଚାରରେ ରହିବନି କୋଭିଡ୍‌ କଟକଣା, ହେଲେ ସଂକ୍ରମଣ ବଢ଼ିଲେ...

ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି। 

municipal elections
ପୌର ନିର୍ବାଚନ ପୂର୍ବରୁ ଦଳଡିଆଁ

ପୌର ନିର୍ବାଚନ ପୂର୍ବରୁ ଦଳ ଅଦଳ ବଦଳ ନୀତି ଦେଖିବାକୁ ମିଳିଛି । ବିଜେପିରେ ଯୋଗଦେଲେ ରାଜ ପରିବାର ସଦସ୍ୟ । ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦେବଗଡ ରାଜ ପରିବାରର ସଦସ୍ୟ ରୋହିତ ଗଙ୍ଗଦେବ ଏବଂ ତାଙ୍କ ପତ୍ନୀ ମାଧବୀ କୁମାରୀ ଦେବୀ । ସେହିପରି ବିଜୁ ଜନତା ଦଳର ପୂର୍ବତନ ବିଜେଡି କର୍ପୋରେଟର କେଦାର ପୃଷ୍ଟି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।

ULB poll
ନାମାଙ୍କନ ଦାଖଲ କଲେ ପୁରୁଖା ନେତା: ବାଜା, ବାଣ, ରୋଷଣିରେ ଦୁଲୁକିଲା ରାଜଧାନୀ

ନାମାଙ୍କନ ଦାଖଲର ଶେଷ ଦିନରେ ଦେଖିବାକୁ ମିଳିପାରେ ରୋଚକ ଚିତ୍ର।

Sabita Suar
ଅପେକ୍ଷାର ଅନ୍ତ ଘଟିଲା ! ବ୍ରହ୍ମପୁର ମେୟର ପ୍ରାର୍ଥୀ ହେଲେ ଡ. ସବିତା ସୁତାର

ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।

BMC Election
ନାମାଙ୍କନ ଭରିବାକୁ ଯାଉଥିବା ବେଳେ ବିଜେଡି ପ୍ରାର୍ଥିନୀଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ

ମଇଦାନକୁ ଓହ୍ଲାଇବା ପାଇଁ ସବୁ ଦଳ ଅଣ୍ଟା ଭିଡ଼ିସାରିଲେଣି । ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ବିଜେଡି ପାଇଁ ଉପୁଜିଛି ଅଡ଼ୁଆ ପରିସ୍ଥିତି । ପୌର ନିର୍ବାଚନ ପର୍ବ ଆରମ୍ଭରୁ କେଁ ବାହାରିଲାଣି ।

SRITAM
ଅଭିନେତା ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ

ଗିରିବାଳା, ସୁବାସ, ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ଜୋରଦାର ଲଢେଇ ହେବ ।

Khurdha Municipality
ମୁଣ୍ତ ଉପରେ ପୌର ନିର୍ବାଚନ: ଅବହେଳିତ ଅବସ୍ଥାରେ ପଡିରହିଛି ପାଇକଗଡ଼

ସହରବାସୀଙ୍କ ଅସନ୍ତୋଷ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତବର୍ଷର ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନ ।

Municipal Election 2022
ତ୍ରିମୁଖୀ ଲଢେଇକୁ ନେଇ ସରଗରମ ରାଜଧାନୀ ରାଜନୀତି

ଆଜି ପ୍ରେସ୍ ମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁନୀତଙ୍କ ନାଁରେ ଦଳ ମୋହର ମାରିଥିବା ଘୋଷଣା କରିଛନ୍ତି । ତାସହ କହିଛନ୍ତି- ସୁନୀତି ରାଜନୀତିରେ ନୂଆ ହୋଇଥିଲେ ବି ଜଣେ ଉଚ୍ଚ ଶିକ୍ଷିତା । ଭୁବନେଶ୍ୱରବାସୀଙ୍କ ପାଇଁ ଏଭଳି ଜଣେ ପ୍ରାର୍ଥୀନୀଙ୍କ ଆବଶ୍ୟକତା ରହିଛି ।

Bhubaneswar BJP mayor Candidate
ସୁନୀତି ମୁଣ୍ଡ୍‌ଙ୍କୁ କାହିଁକି ଭୁବନେଶ୍ୱର ମେୟର ପ୍ରାର୍ଥୀ ବାଛିଲା ବିଜେପି?

ବିଭିନ୍ନ ‍କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିଜେପିର ମେୟର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ।