ଆପଣ କେବେ ଭାବିଛନ୍ତି, ରାସ୍ତାରେ ଚାଲୁ ଚାଲୁ ଯଦି ଆପଣଙ୍କ ଉପରେ ପାଣି ଟାଙ୍କି ପଡ଼ିଯାଏ, ତେବେ କ’ଣ ହେବ । ନିଶ୍ଚିତ ମୃତ୍ୟୁ ବୋଧେ ।
ଦିନେ ଗଞ୍ଜେଇ ଚାଷ କରୁଥିଲେ କିନ୍ତୁ ଏବେ କାଙ୍କଡ଼ ଚାଷ କରି ବେଶ୍ ଦୁଇ ପଇସା ଲାଭ ପାଉଛନ୍ତି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଆଉ ଏ ଅଞ୍ଚଳ ବି ହେଉଛି ମାଓବାଦୀ ଇଲାକା ।
ବେଙ୍ଗାଲୁରୁ .. ଭାରତର ଆଇଟି ହବ୍ । ଅର୍ଥାତ୍ ଏଠି ବିଜ୍ଞାନ କଥା କୁହେ .. ଦୁନିଆର ଆଇଟି ସେକ୍ଟରର ସବୁ ବଡ଼ ବଡ଼ କମ୍ପାନୀ ଏଠାରେ ଆଡ୍ଡା ଜମାଇଛନ୍ତି । ଟେକ୍ନୋଲୋଜି ଏଠି ମୁଣ୍ତ ନୁଆଁଏ ।
ଆପଣ କେବେ ଭାବିଛନ୍ତି.. ଗୋଟେ ଆପାର୍ଟମେଣ୍ଟରେ କେତେ ଲୋକ ରହିପାରିବେ । ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ କେଉଁଠାରେ ରହିଛି .. ସେଠାରେ କେତେ ଲୋକ ବାସ କରୁଥିବେ ।
ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି। ଆମେ କହୁଛୁ ଏହି ବିଦେଶୀ ପକ୍ଷୀଙ୍କ କଥା। ଅନେକ ବର୍ଷ ହେବ ଏମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି। ଅଣ୍ଡା ଦେଇ, ଛୁଆ ବଡ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି। ଦେଖନ୍ତୁ ଏହି ଭିଡିଓ ।
କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ? ଦେଖନ୍ତୁ ଏହି ରିପୋର୍ଟ ।
ଗଜପତି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ମହାପ୍ରଭୁଙ୍କ ବିଗ୍ରହ। ଦର୍ଶନ କରନ୍ତୁ ।
ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।
ମେଘାଳୟରେ ଯେଉଁ ପ୍ରକାର ବିବାହ କରାଯାଏ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି । ମେଘାଳୟରେ ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି ।
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି ।
କାକଟପୁର ବେଡି ଜଗନ୍ନାଥ ମନ୍ଦିର । ଏହି ମନ୍ଦିର ପଛରେ ରହିଛି ଅନେକ କାହାଣୀ । କିଆ ଫୁଲ ଓ ନାଗ ସାପକୁ ନେଇ ରହିଛି କଥା...
ବିଶ୍ୱରେ ସର୍ବାଧିକ ବ୍ୟବହୃତ ୧୦ଟି କଥିତ ଭାଷା ତାଲିକାରେ ମଣ୍ଡାରିନ ଚାଇନିଜ୍ ଓ ହିନ୍ଦୀ ଭାଷା ମଧ୍ୟ ରହିଛି । ସ୍ପେନିସ୍, ଫ୍ରେଞ୍ଚ୍ ଓ ବେଙ୍ଗଲି ମଧ୍ୟ ରହିଛି ।
ଦିନେ ବ୍ଲକ ଅଧ୍ୟକ୍ଷା ଥିବା ଲୋକଟି ଆଜି ପାଲଟିଯାଇଛି ଦିନମଜୁରିଆ। ଦିନେ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଉ ଥିବା ମଣିଷଟି ଆଜି ନିଜେ ସେହି ଯୋଜନାକୁ ଅନାଇ ବସିଛି।
ଭାଇର ସୁଦ୍ଧକ୍ରିୟା ପାଇଁ ଭିକ୍ଷା ମାଗୁଛି ଭଉଣୀ... ୟା ଦୂଆରେ ତା’ ଦୂଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷାନାହିଁ, କହିବାକୁ ଶବ୍ଦ ବି ନାହିଁ । ଯେମିତି କେବଳ ଏ ମହିଳାଙ୍କୁ ତାଙ୍କ ଗରିବୀ ଉପହାସ କରୁଛି । ଆଉ ଆଖିଠାରି ଥଟ୍ଟା କରୁଛି... କହୁଛି, ଭାଇର ସୁଦ୍ଧ ପାଇଁ ଭିକ ମାଗୁଛି ଭଉଣୀ ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ରେ ରହିଛି ଭିର୍ଲଙ୍ଗ ଜଗନ୍ନାଥ ମନ୍ଦିର । ଏ ଦେଉଳ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ବର୍ଣ୍ଣନା କରେ । କହେ ଆମ କାଳିଆର କଥା...
ମିଛ ନାଟକରେ ସତ ସତିକା ମାଡ଼... ଦର୍ଶକଙ୍କ ଗୋଇଠାରେ ତଳେ ପଡ଼ିଲେ କଳାକାର । ଜୀବନ୍ତ ଅଭିନୟ... ନା ଇଏ ସତରେ ଧର୍ମୀୟ ଭାବନାକୁ କୁଠାର ଘାତ କରିବାପରି ଏ ନାଟକ । ଶୁଣନ୍ତୁ କଳାକାର ଜଣକ ମଞ୍ଚ ଉପରେ କ’ଣ କହୁଛନ୍ତି...
ଇଏ ଭିନ୍ନକ୍ଷମ ନୁହଁନ୍ତି... କି ୟାଙ୍କର ମାନସିକ ଅବସ୍ଥା ଅସ୍ଥିର ବି ନୁହେଁ । ଜାଣିଶୁଣି ଏମିତି ରାଜରାସ୍ତାରେ ଗଡ଼ୁଛନ୍ତି... ଆଉ ପେନ୍ଥା ପେନ୍ଥା କାଗଜ ଗୁଡ଼େଇ ହୋଇଛନ୍ତି । କାରଣ ଏ ହେଉଛି ତାଙ୍କର ଅଭିଯୋଗ ଜଣାଇବାର ଭିନ୍ନ ତରିକା... ଆଉ ନ୍ୟାୟ ପାଇବାକୁ ତାଙ୍କର ପ୍ରତିବାଦ ।
ଗାଁ ଦଣ୍ଡରେ ଚାଲିଛି ଖଟିଆ... ମିଳିବ ନିଖୋଜ ଶ୍ବଶୁରଙ୍କ ସନ୍ଧାନ । ଶ୍ବଶୁର କେଉଁଆଡ଼େ ଗଲେ ? କେଉଁଠି ଅଛନ୍ତି ଏ ଖଟିଆ କାଳେ ସବୁ ଜଣାଇବ ।
ଶକ୍ତି ଶ୍ରୀକ୍ଷେତ୍ରର ଏ ସୁନ୍ଦର ଜଗନ୍ନାଥ ମନ୍ଦିର । ଭକ୍ତଙ୍କୁ ହାତ ଠାରି ଡାକେ । ମହାପ୍ରଭୁଙ୍କୁ ଯେମିତି ଦର୍ଶନ କରିବାକୁ ବାଧ୍ୟ କରାଇଦିଏ । ଜାଣନ୍ତୁ ତାଳଚେର ସାଉଥ ବଲଣ୍ଡାର ଏହି ଜଗନ୍ନାଥ ମନ୍ଦିର ସମ୍ପର୍କରେ ।
ଶିଶୁଟିର ମା’ ପିଲାଟିର ପାଟିରେ ସାପ ଦେଖିବା ପରେ ଭୟଭୀତ ହୋଇ ତା’ ପାଖକୁ ଦୌଡ଼ିଗଲେ। ତୁରନ୍ତ ପାଟିରୁ ସାପକୁ ବାହାର କଲେ। ସେତେବେଳକୁ ସେ ସାପକୁ କାମୁଡ଼ି ମାରି ଦେଇଥିଲା।
ଆମେରିକାର ଇଡାହୋ ନିବାସୀ ଡେଭିଡ ରସ୍ । ନିକଟରେ ସେ ଗୋଟିଏ ଦିନରେ ୧୫ଟି ବିଶ୍ୱ ରେକର୍ଡ ସୃଷ୍ଟି କରି ସମସ୍ତଙ୍କୁ ଚକିତ କରିଛନ୍ତି ।
ମା’ ଦେବୀ ବାଉରୀଙ୍କ କୃପା ଥିଲା ରାଜବଂଶ ଉପରେ । ସେଥିପାଇଁ ବହୁ ବର୍ଷ ଧରି ନୟାଗଡ଼ରେ ରାଜବଂଶ ରାଜୁତି କରୁଥିଲେ । ଜାଣନ୍ତୁ ସେହି ସମୟର ପୂରା କାହାଣୀ...
ଯାତ୍ରା ମଞ୍ଚରେ ମା’କୁ ପୁଅ ମାଡ଼ ମାରୁଥିବାର ଏ ଦୃଶ୍ୟ କେବଳ ଅଭିନୟ ସିନା, କିନ୍ତୁ ଏ ହେଉଛି ବାସ୍ତବ ଦୁନିଆର ଚିତ୍ର । ଅବିକଳ ସେଇ ଦୃଶ୍ୟ... ତାହାଥିଲା ମିଛ, ହେଲେ ଏ କିନ୍ତୁ ସତ ।
ଆଦିବାସୀ ପରିବାରର ଭୋକ ମେଣ୍ଟାଇବାକୁ ଝରି ପୋକ ହିଁ ସାହାରା ହୋଇଛି । ବିକାଶ ଦେଖି ନଥିବା ନିରୀହ ଆଦିବାସୀମାନେ ନିଜର ପେଟ ପାଇଁ ଯେମିତି ଏ ବିକଳ୍ପକୁ ବାଛି ନେଇଛନ୍ତି ।
ପ୍ରେସରରେ ପୁଳାଏ ଝରି ପୋକ... ଏପଟେ ମହିଳାମାନେ ମଶାରୀ ଟାଙ୍ଗି ହୁଙ୍କା ପାଖରୁଅହୁରି ଝରି ପୋକ ସଂଗ୍ରହ କରୁଛନ୍ତି । ମଶାରୀ ଭିତରେ ଗୋଟିଏ ଗ୍ଲାସ ଦ୍ୱାରା ଝରୀପୋକୁ ଧରାଯାଉଛି । ଆଉ ସେ ସବୁ ଝରିପୋକକୁ ଧରାଯିବା ପରେ ସଫା କରାଯିବ ।