/odishatv-khabar/media/media_files/2026/02/21/wild-tusker-roams-2026-02-21-13-32-45.jpg)
Wild Tusker Roams Photograph: (OTV)
ସହରରେ ବୁଲୁଛି ଗୋଠ ଛଡ଼ା ଦନ୍ତା ହାତୀ। ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକେ। ଢେଙ୍କାନାଳ ସହରର ଉପକଣ୍ଠ ୮ ନମ୍ବର ୱାର୍ଡ ଗଜମରାରେ ଏକ ଦନ୍ତା ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି । ଦନ୍ତାହାତୀଟି ଚାରି ଦିନ ହେବ ଗଜମରା ଅଞ୍ଚଳରେ ବୁଲୁଥିବା ଜଣାପଡିଛି।
Advertisment
ଗତକାଲି ରାତି ୯ଟା ସମୟରେ ହାତୀଟି ଗାଁ ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏଥି ସହ ଲୋକଙ୍କ ଧାନ ଖାଇ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତା’ ସହ କଦଳି ଗଛ ଭାଙ୍ଗି ଖାଇଥିବା ମଧ୍ୟ ଦେଖିବାକୁ ମିଳିଛି।ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିବା ସହ ଘଉଡ଼ାଇବାକୁ ଦାବି ହୋଇଛି।
Advertisment



Related Articles
Odisha Legislative Assembly: ବିଧାନସଭାରେ ଅଚଳାବସ୍ଥା, ତେଜିଲା ରାଜନୀତି
POSTED

Stabbed To Death: ମ୍ୟାନେଜରଙ୍କୁ ଛୁରି ଭୁସି ହତ୍ୟା; ଫେରାର୍ ଦୁର୍ବୃତ୍ତ, ଛାନଭିନ ଜାରି
POSTED

Rahul Gandhi Appears in Bhiwandi Court: ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି କୋର୍ଟ, RSS ମାନହାନୀ ମାମଲାରେ ହାଜର ହେଲେ
POSTED

Tragic Incident: ସ୍ତ୍ରୀର ମୃତଦେହ ସହ ୩ ଦିନ, ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀର ବି ମୃତ୍ୟୁ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)