/odishatv-khabar/media/media_files/2026/01/16/live04-2026-01-16-17-33-27.jpg)
ପୁଣି ଥରେ ହାତାହାତି ପର୍ଯ୍ୟଟକ। କନ୍ଧମାଳ ଦାରିଙ୍ଗବାଡ଼ି ଡୁଲୁରୀ ପାଇନ୍ ପିକନିକ ସ୍ପଟରେ ପୁଣି ଥରେ ଉଭୟ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମିଳିଛି। ମଦ୍ୟପାନ ଓ ମହିଳା ମାନଙ୍କୁ ଅଂଶୀଳ ଇଙ୍ଗିତ କରିବା ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି।
Advertisment
କିଛି ଦୁବୁର୍ତ୍ତ ମଦ୍ୟପାନ କରି ମହିଳାଙ୍କୁ ଅଂଶୀଳ ଇଙ୍ଗିତ କରି କଟକ, ଭୁବନେଶ୍ୱରରୁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଏମିତି କି ଆକ୍ରମଣକାରୀ ମାନେ ତଳେ ପକେଇ ପିଟିଥିଲେ। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା।
Advertisment



Related Articles
Woman Allegedly Sold by Husband: କେଇଟା ଟଙ୍କା ପାଇଁ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ; ବିକଳ ହେଉଛନ୍ତି ଝିଅ
POSTED

Indigo crisis : ଇଣ୍ଡିଗୋ ବିମାନ ବିଭ୍ରାଟ ଘଟଣା, ଯାତ୍ରୀଙ୍କୁ ଦିଆଯିବ ୫ ହଜାର ଟଙ୍କାର ଦୁଇଟି ଟ୍ରାଭେଲ୍ ଭାଉଚର
POSTED

BJP Regains Upper Hand: ମହାରାଷ୍ଟ୍ରରେ ପୁଣି ଚାଲିଲା ବିଜେପି ମ୍ୟାଜିକ୍, କାମ ଦେଲାନି ଠାକରେ ଭାଇଙ୍କ ମେଳି
POSTED

Cash Shocker: ଆଲମାରୀରେ ବିଡ଼ା ବିଡ଼ା ନୋଟ୍, ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଟେରା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)