/odishatv-khabar/media/media_files/2025/12/17/unemployment-woes-2025-12-17-13-41-59.jpg)
Unemployment Woes Photograph: (OTV)
ସମ୍ବଲପୁରରେ ବେକାରୀର ବିକଳ ଚିତ୍ର। ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ। ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ପରୀକ୍ଷା ଦେଲେ ହଜାର ହଜାର ଆଶାୟୀ । ଗତକାଲି ସମ୍ବଲପୁରରେ ହୋମଗାର୍ଡ ନିଯୁକ୍ତି ପରୀକ୍ଷା ବେଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।
Advertisment
ଗୃହରକ୍ଷୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ଥିବାବେଳେ ଅନେକ ଉଚ୍ଚଶିକ୍ଷିତ ଯୁବକଯୁବତୀ ପରୀକ୍ଷା ଦେଇଥିଲେ। ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଥିବାରୁ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ପାଇଁ ଏୟାରଷ୍ଟ୍ରିପକୁ ବାଛିଥିଲା ପ୍ରଶାସନ। ରନୱେ ଉପରେ ଖୋଲା ଆକାଶ ତଳେ ବସି ପରୀକ୍ଷା ଦେଇଥିଲେ ଆଶାୟୀ।
• ସମ୍ବଲପୁରରେ ବେକାରୀର ବିକଳ ଚିତ୍ର
• ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ
• ଜମାଦାରପାଲି ଏୟାରଷ୍ଟ୍ରିପରେ ହେଲା ପରୀକ୍ଷା
• ଖୋଲା ଆକାଶ ତଳେ ପରୀକ୍ଷା ଦେଲେ ଆଶାୟୀ
• ଅନେକ ଉଚ୍ଚଶିକ୍ଷିତ ଯୁବକଯୁବତୀ ଦେଲେ ପରୀକ୍ଷା
Advertisment
Advertisment



Related Articles
Significance Of Dhanu Sankranti: ଧନୁ ସଂକ୍ରାନ୍ତିର ମହତ୍ତ୍ଵ; ଶ୍ରୀମନ୍ଦିରରେ ହୁଏ ପହିଲି ଭୋଗ
POSTED

Police Confirm Murder of KISS Student: KISS ଛାତ୍ରଙ୍କ ହତ୍ୟା ଘଟଣାକୁ ଦିଆଯାଇଥିଲା ଦୁର୍ଘଟଣାର ରୂପ; ୨ ଅଧିକାରୀଙ୍କ ସମେତ ୫ ଅଟକ
POSTED

Bribery for Death Certificates: ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଲାଞ୍ଚ! କ୍ୟାମେରାରେ କଏଦ ଲାଞ୍ଚ କାରବାର
POSTED

KISS Student’s Death Case: KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍: ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)