Advertisment

Two Missing Minor Girls Rescued: ମିଳିଲେ ୨ ନିଖୋଜ ନାବାଳିକା, କୁଆଡେ ଗଲେ ଆଉ ଜଣେ ନାବାଳକ?

ରାଜଧାନୀରୁ ନିଖୋଜ ୨ ନାବାଳିକା ଉଦ୍ଧାର । ମୈତ୍ରୀବିହାର ଥାନା ଅଞ୍ଚଳରୁ ନିଖୋଜ ୨ ନାବାଳିକା ଉଦ୍ଧାର ହୋଇଛନ୍ତି। ଉଦ୍ଧାର ନାବାଳିକା ସୁମିତ୍ରା ଦେହୁରୀ, ଶୁଭଶ୍ରୀ ନାୟକ ।

author-image
Madhupriya Mistry
Missing Case

Missing Case Photograph: (OTV)

ରାଜଧାନୀରୁ ନିଖୋଜ ୨ ନାବାଳିକା ଉଦ୍ଧାର । ମୈତ୍ରୀବିହାର ଥାନା ଅଞ୍ଚଳରୁ ନିଖୋଜ ୨ ନାବାଳିକା ଉଦ୍ଧାର ହୋଇଛନ୍ତି। ଉଦ୍ଧାର ନାବାଳିକା ସୁମିତ୍ରା ଦେହୁରୀ, ଶୁଭଶ୍ରୀ ନାୟକ । ନିଖୋଜଙ୍କୁ ଖୋଜିବା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା କମିଶନରେଟ ପୋଲିସ। ଧଉଳି ଅଞ୍ଚଳରୁ ନାବାଳକ ପ୍ରଦ୍ୟୁମ୍ନ ପ୍ରଧାନ ନିଖୋଜ ହୋଇଥିଲେ । 

Advertisment
Bhubaneswar Minor Girls Rescued Missing
Advertisment
Related Articles
Advertisment