/odishatv-khabar/media/media_files/2026/03/08/ganja-smuggling-2026-03-08-11-26-21.jpg)
Ganja Smuggling Photograph: (OTV)
ପନିପରିବା ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା କାଶୀପୁର ପୋଲିସ। ୫୮୬ କିଲୋ ଗଞ୍ଜେଇ ସହ ପିକ୍ଅପ ଭ୍ୟାନ ଜବତ, ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଲେ ନାରଙ୍ଗବାଡି ଗାଁର ବିଶ୍ବମ୍ବର ନାଏକ।
Advertisment
ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଖୁରିଗାଁ ଛକ ନିକଟରେ ପିକଅପ୍କୁ କାବୁ କରିଥିଲା। ଭ୍ୟାନରୁ ୨୩ ଟି ଗଞ୍ଜେଇ ବସ୍ତାରେ ଜବତ କରିବା ସହ ଏହା କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ୍।
Advertisment



Related Articles
Indian Railways Cancelled Train List: ଆସନ୍ତା ମାସରେ ଚାଲିବ ନାହିଁ ଏହିସବୁ ଟ୍ରେନ୍; କେତେକ ରୁଟ୍ ପରିବର୍ତ୍ତନ
POSTED

Anti-Maoist Operation: ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଖସିଗଲା ୧ କୋଟି ଟଙ୍କା ପୁରସ୍କାର ଥିବା ମିଶିରି ବେଶ୍ରା
POSTED

Middle East War: ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ, ତୈଳ ଡିପୋଗୁଡିକୁ ଟାର୍ଗେଟ୍
POSTED

International Women’s Day: ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ବିଭିନ୍ନ ସ୍ଥାନରେ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)