/odishatv-khabar/media/media_files/2026/01/24/truck-seized-2026-01-24-16-01-27.jpg)
Truck Seized Photograph: (OTV)
ସମ୍ବଲପୁରରେ ଗୁଆ ବୋଝେଇ ଟ୍ରକ୍ ଜବତ। ରେଡ୍ କରି ମାଡ଼ି ବସିଲା GST ବିଭାଗର ଏନଫୋର୍ସମେଣ୍ଟ ଟିମ୍। ଟ୍ରକଟି ସମ୍ବଲପୁରକୁ ଆସୁଥିଲା। ରାତିରେ ସହରରେ ପ୍ରବେଶ କରୁଥିବା ବେଳେ ବରେଇପାଲି ଛକ ନିକଟରେ ଜିଏସ୍ଟି ଏନଫୋର୍ସମେଣ୍ଟ ଟିମ୍ ବିଶେଷ ସୂତ୍ରରୁ ସୂଚନା ପାଇ ଟ୍ରକକୁ ଅଟକାଇଥିଲା। ଯାଞ୍ଚ ବେଳେ ସେଥିରୁ ପ୍ରାୟ ୨୭ ଟନ୍ ଗୁଆ ଜବତ ହୋଇଛି।
Advertisment
ତେବେ ଡ୍ରାଇଭର ସାମଗ୍ରୀ ସମ୍ପର୍କରେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ। କୌଣସି ଗୁଟ୍ ଖା କାରଖାନାକୁ ପଠାଯାଉଥିଲା କି ନାହିଁ ସ୍ପଷ୍ଟ ହୋଇନି। ଏସମ୍ପର୍କରେ ଜିଏସ୍ଟି ବିଭାଗର ପ୍ରତିକ୍ରିୟା ମିଳିପାରିନି।
ସମ୍ବଲପୁରରେ ଗୁଆ ବୋଝେଇ ଟ୍ରକ୍ ଜବତ
ସମ୍ବଲପୁର ସିଟି ଜିଏସ୍ ଟି ବିଭାଗ ପକ୍ଷରୁ ଗୁଆ ଟ୍ରକ୍ ଜବତ
ବରେଇପାଲି ଛକ ନିକଟରେ ଜିଏସ୍ ଟି ଏନଫୋର୍ସମେଣ୍ଟ ଟିମ୍ ମାଡ଼ିବସିଲେ
ଟ୍ରକ୍ ରୁ ପ୍ରାୟ ୨୭ ଟନ୍ ଗୁଆ ଜବତ କରି ଛାନଭିନ୍
କୌଣସି ଗୁଟଖା କାରଖାନାକୁ ପଠାଯାଉଥିଲା କି ନାହିଁ ସ୍ପଷ୍ଟ ହୋଇନି
Advertisment
Advertisment


Related Articles
Preacher Assault Case: ଧର୍ମ ପ୍ରଚାରକଙ୍କୁ ଆକ୍ରମଣ ଘଟଣା, ପ୍ରତିବାଦରେ ଯୁବ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
POSTED

Shocking Discovery: ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଭ୍ୟାକସିନ୍ ବୋତଲ, ଲେଖାଅଛି ଏକ୍ସପାଏରୀ ଡେଟ ନଭେମ୍ବର ୨୦୨୬
POSTED

No Mercy for Cow Mafia: ରାବଣ ରୂପୀ ଗୋ ମାଫିଆଙ୍କୁ ବଧ କରାଯିବ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)