Advertisment

Shocking Discovery: ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଭ୍ୟାକସିନ୍ ବୋତଲ, ଲେଖାଅଛି ଏକ୍ସପାଏରୀ ଡେଟ ନଭେମ୍ବର ୨୦୨୬

ସିସିରେ ଏକ୍ସପାୟେରୀ ଡେଟ ନଭେମ୍ବର ୨୦୨୬ ଲେଖାଯାଇଛି। ଏକ୍ସପାୟେରୀ ଡେଟ ଆହୁରି ୧୦ ମାସ ଥିବା ବେଳେ କିଏ କହିଁକି ଫୋପାଡିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ତଦନ୍ତ କରାଯିବ ।

author-image
Tapan Swain
VACCINE

VACCINE Photograph: (OTV)

ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଭ୍ୟାକସିନ୍ ବୋତଲ। ଗଞ୍ଜାମ ଜ଼ିଲ୍ଲା ବେଲେଗୁଣ୍ଠା ବ୍ଲକ ଜାଲଖାଇ ରାସ୍ତା କଡରେ ଭ୍ୟାକସିନ୍ ବୋତଲ ପଡିଥିବା ଦେଖିବାକୁ ମିଲିଛି। ବୋତଲରେ ମୂଲ୍ୟ ଲେଖାଯାଇନଥିବାରୁ ଏହା ସରକାରୀ ସପ୍ଲାଏ ବୋଲି କୁହାଯାଇଛି।

Advertisment

ସିସିରେ ଏକ୍ସପାୟେରୀ ଡେଟ ନଭେମ୍ବର ୨୦୨୬ ଲେଖାଯାଇଛି। ଏକ୍ସପାୟେରୀ ଡେଟ ଆହୁରି ୧୦ ମାସ ଥିବା ବେଳେ କିଏ କହିଁକି ଫୋପାଡିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜ଼ିଲ୍ଲାପାଳ ଉମାଶଙ୍କର ବେହେରା। 

ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଭ୍ୟାକସିନ୍ ବୋତଲ

ବେଲେଗୁଣ୍ଠା ବ୍ଲକ ଜାଲଖାଇ ରାସ୍ତାରେ ପଡିଛି ଭ୍ୟାକସିନ୍
ବୋତଲରେ କୌଣସି ମୂଲ୍ୟ ଲେଖାଯାଇନାହିଁ
ସିସିରେ ଏକ୍ସପାଏରୀ ଡେଟ ନଭେମ୍ବର ୨୦୨୬ ଲେଖାଅଛି
ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ: ଉପଜ଼ିଲ୍ଲାପାଳ

Advertisment

Vaccine Road-Side
Advertisment
Related Articles
Advertisment