/odishatv-khabar/media/media_files/2026/01/24/law-minister-2026-01-24-15-04-55.jpg)
LAW-MINISTER Photograph: (OTV)
ରାବଣ ରୂପୀ ଗୋ ମାଫିଆଙ୍କୁ ବଧ କରାଯିବ। ରାବଣ ରୂପୀ ଗୋ ମାଫିଆ ଓ ବାଲି ମାଫିଆଙ୍କୁ ଖୋଜି ଖୋଜି ବଧ କରାଯିବ। କଟକରେ ଓଡ଼ିଶା ପୋଲିସ ଆସୋସିଏସନର ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ଗଣମାଧ୍ୟମ ପ୍ରଶ୍ନରେ ଏକଥା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଗୋ-ମାଫିଆ ଓ ବାଲି ମାଫିଆ ଟାର୍ଗେଟରେ
କେବଳ ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟରେ ବଧ ହେବେ ରାବଣ ରୂପୀ ଗୋ-ମାଫିଆ ଓ ବାଲି ମାଫିଆ। ସେହିପରି ଆଇନ ମନ୍ତ୍ରୀ କହିଛନ୍ତି, ପୋଲିସକୁ ରାଜନୈତିକ ଓ ଗଣମାଧ୍ୟମ ଚାପମୁକ୍ତ କରାଯିବା ଉଚିତ। ପୋଲିସକୁ ୨ ଭାଗ କରି ତଦନ୍ତ ଓ ଆଇନଶୃଙ୍ଖଳାରେ ପରିଣତ କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ...
ରାବଣ ରୂପୀ ଗୋ ମାଫିଆ ଓ ବାଲି ମାଫିଆଙ୍କୁ ଖୋଜି ଖୋଜି ବଧ କରାଯିବ
ଓଡ଼ିଶା ପୋଲିସ ଆସୋସିଏସନର ବାର୍ଷିକ ଉତ୍ସବରେ କହିଲେ ଆଇନ ମନ୍ତ୍ରୀ
‘କେବଳ ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟରେ ବଧ ହେବେ’
‘ପୋଲିସକୁ ରାଜନୈତିକ ଓ ଗଣମାଧ୍ୟମ ଚାପମୁକ୍ତ କରାଯିବା ଉଚିତ’
‘ପୋଲିସକୁ ୨ ଭାଗ କରି ତଦନ୍ତ ଓ ଆଇନଶୃଙ୍ଖଳାରେ ପରିଣତ ଯୋଜନା ରହିଛି’
US Horror Case: ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ପତ୍ନୀ ଓ ୩ ସମ୍ପର୍କୀୟଙ୍କୁ ହତ୍ୟା କଲା ସୈତାନ ସ୍ୱାମୀ

Explosion Damages Railway Line: ରେଳ ଲାଇନରେ ଭୟଙ୍କର ବିସ୍ଫୋରଣ; ହାଇ ଆଲର୍ଟରେ ସାରା ସହର

Mass Resignation Rocks Congress:କଂଗ୍ରେସରୁ ସମୂହ ଇସ୍ତଫା ଦେଲେ ମହମ୍ମଦ ମୋକିମଙ୍କ ୪୧ ଜଣ ସମର୍ଥକ, ପୂର୍ବତନ ପିସିସି ସମ୍ପାଦକ ଓ ପୂର୍ବତନ ମୁଖପାତ୍ର ଦଳ ଛାଡିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)