Advertisment

Rice Distribution: ଆସନ୍ତା ମାସରୁ ମିଳିବନି ଚାଉଳ! ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ ଖବର

e-KYC କରିନଥିବା ଲୋକ ଚାଉଳ ପାଉଛନ୍ତି, କିନ୍ତୁ ତାକୁ ବନ୍ଦ କରିଦିଆଯିବ। ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

author-image
Chinmayee Sahoo
Ration

Ration Photograph: (OTV)

e-KYC କରିନଥିଲେ ଆସନ୍ତା ମାସରୁ ମିଳିବନି ଚାଉଳ। ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏବେ ବି ରାଜ୍ୟର ୧୫ ଲକ୍ଷ ୬୭ ହଜାର e-KYC କରି ନାହାନ୍ତି । e-KYC କରି ନଥିବା ଲୋକ ଏବେ ମଧ୍ୟ ଚାଉଳ ପାଉଛନ୍ତି, ଯାହାକୁ ଆସନ୍ତା ମାସରୁ ବନ୍ଦ କରିଦିଆଯିବ ।

Advertisment

ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି । ଯଦି କେନ୍ଦ୍ର ସମୟ ବଢ଼େଇବ ତେବେ ରାଜ୍ୟ ସରକାର ବୃଦ୍ଧି କରିବେ । ବାଦ୍ ପଡ଼ିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ଦେଖନ୍ତୁ:


•    e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ
•    ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
•    ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର e-KYC କରିନାହାନ୍ତି
•    e-KYC କରିନଥିବା ଲୋକ ଚାଉଳ ପାଉଛନ୍ତି, ତାକୁ ବନ୍ଦ କରିଦିଆଯିବ
•    ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ
•    କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ
•    ବାଦ୍  ପଡ଼ିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ

Advertisment
Food Supply
Advertisment
Related Articles
Advertisment