/odishatv-khabar/media/media_files/2025/11/03/si_scam-2025-11-03-10-51-27.jpg)
SI_SCAM Photograph: (OTV)
ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲାରେ ଆଉ ଜଣେ ଗିରଫ । ସିଲିକନ୍ ଟେକ୍ ମାଲିକ ସୁରେଶ ଚନ୍ଦ୍ର ନାୟକ ଗିରଫ । ଗତକାଲି ମାରାଥାନ ଜେରା ପରେ ସୁରେଶକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଆଜି ଶଙ୍କର ସହ ସୁରେଶକୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ ।
ଗତକାଲି ଶଙ୍କର ପୃଷ୍ଠିକୁ ଦିଲ୍ଲୀରୁ କଟକ ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ସ୍କାମର ମୁଖ୍ୟ ଦଲାଲ ତଥା ଶଙ୍କରଙ୍କ ଘନିଷ୍ଠ ମୁନା ମହାନ୍ତିଙ୍କ ସାମ୍ନାରେ ତାଙ୍କୁ ପଚରାଉଚରା କରିଛି। କିଛି ସମୟ ମଧ୍ୟରେ ବ୍ରହ୍ମପୁର JMFC-ରୁରାଲ୍ କୋର୍ଟରେ ହାଜର କରି ବିସ୍ତୃତ ତଥ୍ୟ ହାତେଇବା ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ। ଗିରଫ ସମସ୍ତ ୧୨୪ ଜଣଙ୍କ ଜନ୍ମ କୁଣ୍ଡଳୀ ବାହାର କରିବା ସହ ପୂର୍ବ ସରକାର ଆଡ଼କୁ ଇଙ୍ଗିତ କରିଛି ଶଙ୍କର। ତେଣୁ ଏସବୁ ଦିଗକୁ ନେଇ ପଚରାଉଚରା ହେବ।
• ପୋଲିସ SI ନିଯୁକ୍ତି କେଳେଙ୍କାରୀ; ପୁଣି ଜଣେ ଗିରଫ
• ସିଲିକନ୍ ଟେକ୍ ମାଲିକ ସୁରେଶ ଚନ୍ଦ୍ର ନାୟକ ଗିରଫ
• ଗତକାଲି ମାରାଥାନ ଜେରା ପରେ ସୁରେଶକୁ ଗିରଫ କଲା କ୍ରାଇମବ୍ରାଞ୍ଚ
• ଆଜି ଶଙ୍କର ସହ ସୁରେଶକୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ
Shreemayee Mishra: ପୁଣି ତେରଛା ବାଣ ମାରିଲେ ଶ୍ରୀମୟୀ: ଶକ୍ତି ନାନୀ କହି ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ଇସାରା

Accident: ବସ-ଟ୍ରକ ମୁହାଁମୁହିଁ ଧକ୍କା: ୧୭ ମୃତ.. ଅନେକ ଆହତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

Earthquake: ଭୟଙ୍କର ଭୂମିକମ୍ପ... ୭ ମୃତ, ଅନେକ ଆହତ

SI Recruitment Scam: ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲା: କ୍ରାଇମବ୍ରାଞ୍ଚ ଓଗାଳିବ ସ୍କାମ୍ର ସତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)