/odishatv-khabar/media/media_files/2026/01/16/panchang-2026-01-16-08-33-23.jpg)
Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର ମକର ମାସ ମାଘ କୃଷ୍ଣପକ୍ଷ ଇଂରାଜୀ ତାରିଖ ୧୬ ଶୁକ୍ରବାର ।
ଚନ୍ଦ୍ର - ଧନୁ ଅହୋରାତ୍ର
ତିଥି – ୧୩ଶୀ ରାତ୍ରି ୧୦.୨୨ ଗତେ ୧୪ଶୀ
ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର
ଘାତବାର – ବିଛା,ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ - ନାସ୍ତି
Advertisment
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୧୧
ପ୍ରାତଃ – ୦୭.୫୫ ରୁ ୦୯.୧୨
ଦିବା – ୧୨.୧୮ ରୁ ୦୨.୨୯
ଦିବା – ୦୩.୫୭ ରୁ ୦୫.୨୪
ସନ୍ଧ୍ୟା – ୦୭.୦୯ ରୁ ୦୮.୪୦
ରାତ୍ରି – ୦୨.୦୬ ରୁ ୦୪.୪୩
ଅଶୁଭ ସମୟ -
ରାହୁକାଳ – ଦିବା ୧୦.୩୪ ରୁ ୧୧.୫୬
କାଳବେଳା –ଦିବା ୧୦.୩୪ ରୁ ୧୧.୫୬
ବାରବେଳା – ଦିବା ୦୯.୧୨ ରୁ ୧୦.୩୪
କାଳରାତ୍ରି - ରାତ୍ରୀ ୦୮.୪୦ ରୁ ୧୦.୧୮
Advertisment
Advertisment


Related Articles
Unrest Peaks in Iran: ଇରାନରେ କେତେବେଳେ କିଛି ବି ଘଟିପାରେ, ଜୋରଦାର ସରକାରୀ ବିରୋଧୀ ଆନ୍ଦୋଳନ
POSTED

Milk Quality Under Scanner: କେଉଁ ଦୁଗ୍ଧ ସ୍ବାସ୍ଥ୍ୟ ପାଇଁ କେତେ ଭଲ ? ରାଜଧାନୀରେ ମିଳୁଥିବା ଦୁଗ୍ଧ ମାନ ପରୀକ୍ଷଣରେ ବଡ଼ ଫରକ
POSTED

Jatra Pandal Controversy: ଯାତ୍ରା ପେଣ୍ଡାଲରେ ନଗ୍ନ ନାଚ ପାଇଁ ବନ୍ଧା ହେବେ କି ନିଶା ମହାରଣା ? ରାଜଧାନୀକୁ ଆସି ଗିରଫ ପାଇଁ ଖୋଜୁଛି ବଲାଙ୍ଗୀର ପୋଲିସ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)