Advertisment

Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ବିକ୍ରମ ପଣ୍ଡା

ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆସିଲା ବଡ଼ ଅପଡେଟ୍। ଏହି ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ବିକ୍ରମ ପଣ୍ଡା। ତାଙ୍କ ସମେତ ୧୫ ଅଭିଯୁକ୍ତଙ୍କୁ ମଧ୍ୟ ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି।

author-image
Madhupriya Mistry
Pitabas Murder Case

Pitabas Murder Case Photograph: (OTV)

ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆସିଲା ବଡ଼ ଅପଡେଟ୍। ଏହି ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ବିକ୍ରମ ପଣ୍ଡା। ଏଥିସହିତ ବ୍ରହ୍ମପୁରର ପୂର୍ବତନ ମେୟର ପୁଣ୍ଟୁ ଦାସଙ୍କୁ ମଧ୍ୟ ପୋଲିସ କୋର୍ଟରେ ହାଜର କରିଛି।

Advertisment

ମୋଟ ୧୫ ଅଭିଯୁକ୍ତ ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି। ଆଜି ଏହି ମାମଲାରେ ଚାର୍ଜ ଫ୍ରେମ ହେବ। ଅଭିଯୁକ୍ତ ମଦନ ଦଳାଇର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହାଜର କରାଯାଇନାହିଁ।

ଆଜି ଜିଲ୍ଲା ଜଜ କୋର୍ଟରେ ଚାର୍ଜଫ୍ରେମ ହେବା ସହ ମାମଲା କେଉଁ କୋର୍ଟଙ୍କୁ ସ୍ଥାନାନ୍ତର ହେବ ତାହା ଅଭିଯୁକ୍ତମାନଙ୍କୁ କୋର୍ଟ ପକ୍ଷରୁ ଜଣାଇ ଦିଆଯିବ।

Advertisment

Berhampur Bikram Panda Pitabas Panda Murder Case
Advertisment
Related Articles
Advertisment