/odishatv-khabar/media/media_files/2026/02/02/road-block-2026-02-02-13-44-49.jpg)
ROAD BLOCK Photograph: (OTV)
ପାଣି ଦିଅ ନହେଲେ ଉଠିବୁନି। ପାଣି ପାଇଁ ତାତିଲେ ଗାଁ ଲୋକେ। ହାଣ୍ଡି, ବାଲଟି, ଗରା ମଝି ରାସ୍ତାରେ ରଖି କଲେ ଅବରୋଧ । ଏଭଳି କିଛି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମାଟିଆଳି ଛକ ନିକଟରେ ।
Advertisment
ନୀଳଗିରି ବ୍ଲକରେ ଗ୍ରୀଷ୍ମ ଆରମ୍ଭ ନହେଉଣୁ ଆରମ୍ଭ ହୋଇଯାଇଛି ପାନୀୟ ଜଳ ସଙ୍କଟ। ଗରା ବାଲ୍ଟି ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଫଳରେ ଜୟପୁରରୁ ନରଣପୁର ସଂଯୋଗ କରୁଥୁବା ଏହି ରାସ୍ତାରେ ଗାଡିମୋଟର ଯାଆସ ବନ୍ଦ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି।
Advertisment



Related Articles
Fatal Accident: ଡିଭାଇଡରକୁ ପିଟିବା ପରେ ପୋଲ ତଳକୁ ଖସିଲା ଟ୍ରକ, ଜଣେ ମୃତ ଓ ଜଣେ ଗୁରୁତର
POSTED

BJD Leadership: ଦିବ୍ୟଶଙ୍କରଙ୍କ ଗୋଟିଏ କିକରେ ପଲିଟିକାଲ୍ ଫୁଟବଲ୍ ଗୋଲ୍
POSTED

Cricket Update: ଭାରତ ସାଙ୍ଗରେ ଖେଳିବନି ପାକିସ୍ତାନ, ୧୫ ଫେବୃଆରୀରେ ଶ୍ରୀଲଙ୍କା ଯାତ୍ରା କରିବ ଟିମ୍ ଇଣ୍ଡିଆ
POSTED

From Momo Craving to Crime: ଘାରିଲା ମୋମୋ ନିଶା, ଘରୁ ଚୋରି କରି ନେଲେ ୮୫ ଲକ୍ଷର ସୁନା ଗହଣା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)