Advertisment

Forest Turned Liquor Hub! : ଘଞ୍ଚ ଜଙ୍ଗଲରେ ଚାଲିଥିଲା ଦେଶୀ ମଦ ବେପାର, ମାଡ଼ି ବସିଲା ପୋଲିସ

କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର, ସଡ଼କ ସାହି, ପଦପଥର, ପତିଆସହି, ଲୁଣି ପଡିଆ ଓ ଖଣ୍ଡୁଆଳୀ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଛି। ୧୮ଶହ ଲିଟର ପୋଚ ନଷ୍ଟ ସହ ୪୦ ଲିଟର ଦେଶୀ ମଦ ଜବତ କରିଛି ଖୁଣ୍ଟୁଣୀ ପୋଲିସ।

author-image
Madhupriya Mistry
ALCOHOL RAID

ALCOHOL RAID Photograph: (OTV)

ଘଞ୍ଚ ଜଙ୍ଗଲ ମଧ୍ୟରେ ଚାଲିଥିଲା ଦେଶୀ ମଦ ବେପାର। ଅତର୍କିତ ଭାବେ ଚଢାଉ କଲା ପୋଲିସ। କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର, ସଡ଼କ ସାହି, ପଦପଥର, ପତିଆସହି, ଲୁଣି ପଡିଆ ଓ ଖଣ୍ଡୁଆଳୀ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଛି। 

Advertisment

୧୮ଶହ ଲିଟର ପୋଚ ନଷ୍ଟ ସହ ୪୦ ଲିଟର ଦେଶୀ ମଦ ଜବତ କରିଛି ଖୁଣ୍ଟୁଣୀ ପୋଲିସ। ରିଜର୍ଭ ଜଙ୍ଗଲ ଭିତରେ ବେଧଡକ ଭାବେ ମଦ କାରବାର ଚଳାଇଥିଲେ ମାଫିଆ। ଚଢାଉ ବେଳେ ମଦ ବେପାରୀ ଖସି ପଳାଇଥିବା ବେଳେ ପୋଚ ଜବତ ହୋଇଛି। ଏନେଇ ଏକ ମାମଲା ରୁଜୁ କରିଛି ପୋଲିସ।

Athagarh Forest Liquor Mafia Counter Sale Country Liquor Police Raid
Advertisment
Related Articles
Advertisment