/odishatv-khabar/media/media_files/2026/03/09/odisha-legislative-assembly-2026-03-09-10-01-25.webp)
Odisha Legislative Assembly Photograph: (OTV)
ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ପରି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଗୃହ ହୁଲୁସ୍ତୁଲ ହୋଇପାରେ। ମଣ୍ଡି ଅବ୍ୟବସ୍ଥା, ମହାନଦୀ ଜଳ ବିବାଦ, ଆଇନ ଶୃଙ୍ଖଳା ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନହେବା ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିପାରନ୍ତି ବିରୋଧୀ।
Advertisment
ସେହିଭଳି ପ୍ରଶ୍ନକାଳରେ ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ଶାସକ ଓ ବିରୋଧୀ ଦଳ ଉଠାଇବେ। ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ। ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ଥିବାରୁ ଗୃହରେ ରାଜନୈତିକ ଉଷ୍ମତା ଜାରି ରହିପାରେ।
Advertisment



Related Articles
Scientists Warn Loneliness May Harm Health: ବୈଜ୍ଞାନିକ ଅଧ୍ୟୟନ; ଏକଲାପଣ ବଢ଼ାଇପାରେ କର୍କଟ ରୋଗର ଆଶଙ୍କା
POSTED

Blast In Ice Factory: ବରଫ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ
POSTED

Road Accident: ମର୍ମନ୍ତୁଦ ଦୁର୍ଘଟଣା: ଛକି ରହିଥିଲା ଯମ, ଏକ ସଙ୍ଗେ ଚାଲିଗଲା ୪ ଜୀବନ
POSTED

Tension In Berhampur: ପୁଣି ଥରେ ଅଶାନ୍ତ ହେଲା ବ୍ରହ୍ମପୁର, ଆଇନଜୀବୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)