Advertisment

Ram’s Golden Bow: ପୁରୀରେ ସ୍ୱର୍ଣ୍ଣ ଧନୁ, ପରିକ୍ରମା ପରେ ଯିବ ଅଯୋଧ୍ୟା

ଶ୍ରୀମନ୍ଦିର ପରିକ୍ରମା ପରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ ଏହି ୨୩୫ କେଜିର ଧନୁ ତୀର। ସୁନା, ରୂପା, ଲୌହ, ତମ୍ବା ଓ ଦସ୍ତାରେ ନିର୍ମିତ ଧନୁ ତୀର ସାରା ଓଡ଼ିଶା ଭ୍ରମଣ କରିସାରିଛି।

author-image
Madhupriya Mistry
PURI

PURI Photograph: (OTV)

ଶ୍ରୀକ୍ଷେତ୍ରରେ ସ୍ୱର୍ଣ୍ଣ ଧନୁ। ଶ୍ରୀମନ୍ଦିର ପରିକ୍ରମା ପରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ ଏହି ୨୩୫ କେଜିର ଧନୁ ତୀର। ସୁନା, ରୂପା, ଲୌହ, ତମ୍ବା ଓ ଦସ୍ତାରେ ନିର୍ମିତ ଧନୁ ତୀର ସାରା ଓଡ଼ିଶା ଭ୍ରମଣ କରିସାରିଛି।

Advertisment

ଗତକାଲି ଭୁବନେଶ୍ୱରରୁ ବାହାରି ଏହି ଧନୁ ଓ ତୀର ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟ ଉତ୍ତରପାର୍ଶ୍ବ ମଠରେ ପହଞ୍ଚିଛି। ଏହାକୁ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପରିକ୍ରମା ପରେ ଅଯୋଧ୍ୟାକୁ ଯିବ।

ପୁରୀରେ ସ୍ୱର୍ଣ୍ଣ ଧନୁ
ସ୍ୱର୍ଣ୍ଣ ଧନୁ ଶ୍ରୀମନ୍ଦିର ପରିକ୍ରମା 
ଶ୍ରୀମନ୍ଦିର ପରିକ୍ରମା ପରେ ଅଯୋଧ୍ୟା ବାହାରିବ
ସାରା ଓଡି଼ଶା ଭ୍ରମଣ କରିସାରିଛି ସ୍ୱର୍ଣ୍ଣ ଧନୁ

Advertisment

Ayodhya Ram Mandir Puri Jagannath Temple Puri
Advertisment
Related Articles
Advertisment