/odishatv-khabar/media/media_files/2026/02/20/puri-bar-association-agitation-2026-02-20-10-21-17.jpg)
Puri Bar Association Agitation Photograph: (OTV)
ପୁରୀ କୋର୍ଟ ସ୍ଥାନାନ୍ତର ପ୍ରକ୍ରିୟାର ପ୍ରତିବାଦ କରି ଆଜି ଜାତୀୟ ରାଜପଥ ଅବରୋଧ କରାଯାଇଛି। ପୁରୀର ସମସ୍ତ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳ ନିକଟକୁ ସ୍ଥାନାନ୍ତର ପ୍ରକ୍ରିୟାର ପ୍ରତିବାଦ କରି ଆଜି ପୁରୀର ଓକିଲମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
Advertisment
ସକାଳ ୯ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ ମାଳତୀପାଟପୁର ସମ୍ମୁଖ ଜାତୀୟ ରାଜପଥରେ ପ୍ରତିବାଦ କରି ରାସ୍ତାରୋକ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି। ରାସ୍ତାରୋକ ଯୋଗୁ ଯାତାୟାତ ଓ ଜନଜୀବନ ପ୍ରଭାବିତ ହୋଇଛି ।
ଏହା କେବଳ ଓକିଲଙ୍କ ସମସ୍ୟା ନୁହେଁ। ଲକ୍ଷଲକ୍ଷ ଲୋକମାନେ କୋର୍ଟ ସ୍ଥାନାନ୍ତର ହେଲେ ପ୍ରଭାବିତ ହେବେ ବୋଲି କହିଛନ୍ତି ଓକିଲ। ବିଧାନସଭା ଚାଲିଛି ତେଣୁ ବିଧାନସଭାରେ ବିସ୍ତୃତ ଭାବରେ ଆଲୋଚନା କରିବା ଲକ୍ଷ୍ୟରେ କିଭଳି ସ୍ଥାନାନ୍ତର ନକରାଯାଇ ସମାଧାନର ପନ୍ଥା ବାହାରିବ ତାକୁ ଲକ୍ଷ୍ୟ କରି ଏହି ଆନ୍ଦୋଳନ ବୋଲି ପୁରୀ ପୁରୀ ଓକିଲ ସଂଘ ସମ୍ପାଦକ କହିଛନ୍ତି।
Advertisment
Advertisment



Related Articles
Quality Time Strengthens Love and Bond: କାହିଁକି ବଢୁଛି ସଂପର୍କରେ ତିକ୍ତତା; କିପରି ଭାଙ୍ଗିଯାଉଥିବା ସଂପର୍କ ହେବ ମଜବୁତ
POSTED

Bridge Structure To Be Changed: ଭଙ୍ଗା ଯିବ ହଳଦିଆପଦର ଓଭରବ୍ରିଜ୍! ମନ୍ତ୍ରୀ କହିଦେଲେ ବଡ଼ କଥା
POSTED

Operation Black Forest-2: ଅପରେସନ୍ ବ୍ଲାକ୍ ଫରେଷ୍ଟ-୨; ୨ ହଜାରରୁ ଊର୍ଦ୍ଧ୍ୱ ଯବାନ ସାମିଲ୍
POSTED

Budget 2026-27: ଆଜି ଆସିବ ୨୦୨୬-୨୭ ବଜେଟ, ୩ଲକ୍ଷ ୨୦ହଜାର କୋଟି ଛୁଇଁବା ଆକଳନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)