/odishatv-khabar/media/media_files/2026/02/20/bridge-structure-to-be-changed-2026-02-20-09-56-58.jpg)
Bridge Structure To Be Changed Photograph: (OTV)
ବ୍ରହ୍ମପୁରର ହଳଦିଆପଦର ବ୍ରିଜ୍ ଦୁର୍ଘଟଣା ପ୍ରସଙ୍ଗ। ବୟାନବାଜି ଓ ବିବାଦ ପରେ ଏହି କିଲର୍ ବ୍ରିଜର ଡିଜାଇନ ପରିବର୍ତ୍ତନ ହେବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ନିର୍ମାଣ ଦିନରୁ ହିଁ ବ୍ରିଜ୍ ଡିଜାଇନରେ ତ୍ରୁଟି ଅଛି। ତେଣୁ ଭଲ ଭାବେ ବ୍ରିଜ୍ ଡିଜାଇନ୍ କରାଯିବ।
Advertisment
ସେପଟେ ତ୍ରୁଟିପୂର୍ଣ୍ଣ ବ୍ରିଜକନ ନେଇ ମୃତକଙ୍କ ପରିବାର ବ୍ରିଜର ଢାଞ୍ଚା ବଦଳାଇଥିବା ସିଣ୍ଡିକେଟ୍ ବିରୋଧରେ ଆକ୍ସନ ଦାବି କରିଛନ୍ତି। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ବ୍ରିଜ୍ ନିର୍ମାଣକୁ ନେଇ ପୁଣି ପ୍ରଶ୍ନ ଉଠାଇ କହିଛନ୍ତି, ଏତେ ବଡ଼ ତ୍ରୁଟି ଆଜି ଯାଏଁ କୌଣସି ବ୍ରିଜରେ ହୋଇନି।
ଆରୋପ ପ୍ରତ୍ୟାରୋପ ଭିତରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ। ହଳଦିଆପଦର ଓଭରବ୍ରିଜ୍ ତଳେ ନିଜ ପରିବାରର ଜମି କଥାକୁ ସ୍ବୀକାର କରି କହିଛନ୍ତି।
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)