/odishatv-khabar/media/media_files/2026/02/05/president-droupadi-murmu-2026-02-05-08-34-22.jpg)
President Droupadi Murmu Photograph: (OTV)
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ। ଆଜି ମଧ୍ୟ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ। ରାଇରଙ୍ଗପୁର, ଶ୍ବଶୁର ଘର ଗାଁ ପାହାଡ଼ପୁର ଏବଂ ପୈତୃକ ଗ୍ରାମ ଉପରବେଡାଠାରେ ଡକ୍ୟୁମେଣ୍ଟରି ସୁଟିଂ କାର୍ଯ୍ୟକ୍ରମରେ ସାମିଲ ହେବେ। ପରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିବେ।
ସେଠାରୁ ଯଶିପୁର ଅଭିମୁଖେ ଗସ୍ତ କରିବେ ଓ ଶିମିଳିପାଳରେ ରାତ୍ରୀ ଯାପନ କରିବେ ରାଷ୍ଟ୍ରପତି। ବୁଧବାର ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀରୁ ମ୍ୟାଡମ୍ ପ୍ରେସିଡେଣ୍ଟ ନିଜ ଜନ୍ମମାଟି ରାଇରଙ୍ଗପୁର ଯାଇଥିଲେ।
ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଷ୍ଠିତ ହୋଲିଡେ ହୋମକୁ ନିଜେ ଉଦଘାଟନ କରିବା ସହ SSD ବାଳିକା ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
UPSC Limits Attempts For Candidates: UPSC ନିୟମରେ ବଡ଼ ପରିବର୍ତ୍ତନ; ବଦଳିଗଲା IAS, IFS ନିୟମ

Daily Horoscope 5th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 5th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Political Buzz: ବିଧାୟକ ଅରବିନ୍ଦ ମହାପାତ୍ର ସମର୍ଥକଙ୍କ ମେଳି, ନବୀନଙ୍କ ଉପରେ ଚାପ ପକାଇବେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)