Advertisment

Today Panchang 5th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୫  ଗୁରୁବାର। ଚନ୍ଦ୍ର – କନ୍ୟା ଅହୋରାତ୍ର। ତିଥି - ୪ର୍ଥୀ ରାତ୍ରି ୧୨.୨୨ ଗତେ ୫ମୀ। ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର।

author-image
Deepak Acharya
Panchang Today 28th August 2024

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୫  ଗୁରୁବାର। ଚନ୍ଦ୍ର – କନ୍ୟା ଅହୋରାତ୍ର। ତିଥି - ୪ର୍ଥୀ ରାତ୍ରି ୧୨.୨୨ ଗତେ ୫ମୀ। ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୫୮ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୨୪ ରୁ ୦୭.୫୩
ଦିବା – ୧୦.୫୩ ରୁ ୦୧.୦୮
ରାତ୍ରି – ୦୨.୫୯ ରୁ ୦୩.୫୦
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୪ ରୁ ୦୨.୪୮
କାଳବେଳା - ଦିବା ୦୨.୪୮ ରୁ ୦୪.୧୩
ବାରବେଳା- ଦିବା ୦୪.୧୩ ରୁ ୦୫.୩୭
କାଳରାତ୍ରି – ରାତ୍ରି ୧୨.୦୦ ରୁ ୦୧.୩୬

Advertisment
Panchang
Advertisment
Related Articles
Advertisment