/odishatv-khabar/media/media_files/2026/02/22/pm-modi-praises-odisha-farmer-2026-02-22-13-54-46.jpg)
PM Modi Praises Odisha Farmer Photograph: (OTV)
ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା। 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ଚାଷ କରୁଛନ୍ତି। 'ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି।
Advertisment
ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଲୋକ ଆସୁଛନ୍ତି। ତେଣୁ ହିରୋଦଙ୍କଠାରୁ ଚାଷଶୈଳୀ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି। ସୁନ୍ଦରଗଡ଼ ଟାଙ୍ଗରପାଲୀ ବ୍ଲକ ରତନପୁର ଗାଁରେ ହିରୋଦ ପଟେଲଙ୍କ ଘର। ଆଇଟିଆଇ ପାଠପଢ଼ା ପରେ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି।
୮ ଏକର ଜମିରେ ମାଛ, ଫଳ, ପନିପରିବା ସହ ଫୁଲ ଭଳି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ହିରୋଦ। ଚାଷ କାମରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।
Advertisment
Advertisment



Related Articles
Lunar Eclipse: ଦୋଳରେ ଚନ୍ଦ୍ର ଗ୍ରହଣ, କେତେବେଳେ ହେବ ସର୍ବମୋକ୍ଷ?
POSTED

Big Blow to Assam Congress: କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ମିଶିଲେ ଭୂପେନ ବୋରା
POSTED

Death Penalty To Couple: କୁକର୍ମର ଚରମ ସୀମା ଟପିଗଲେ ଦମ୍ପତ୍ତି: ୩ ବର୍ଷର ଛୁଆଙ୍କୁ ବି ଛାଡ଼ିଲେନି, ଏବେ ମିଳିବ ଫାଶୀ
POSTED

Minor Girl Raped And Murdered: ପଡୋଶୀ ପାଲଟିଗଲା ପିଶାଚ, ଘଟାଇଲା ବର୍ବର କାଣ୍ଡ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)