Advertisment

Mid-Lake Ordeal: ଜହ୍ନିକୁଦାରୁ ସାତପଡା ଯାଉଥିଲା ଭସାପୋଲ, ଚିଲିକା ମଝିରେ ଫସିଲା

ମଝି ଚିଲିକାରେ ଅଟକିଛନ୍ତି ୭୦ ଯାତ୍ରୀଙ୍କ ସମେତ ୫ କାର୍, ୫ ବାଇକ୍  ଓ ଗୋଟିଏ ବସ୍ । ଚିଲିକା ମଝିରେ ଥିବା ମହିଁଷା କୁଦ ନିକଟରେ କୌଣସି କାରଣରୁ ଚ୍ୟାନେଲ ବାହରକୁ ଚାଲିଯିବାରୁ କୁଦରେ ଫସିରହିଛି ।

author-image
Tapan Swain
Chilka

Chilka Photograph: (OTV)

ଚିଲିକା ମଝିରେ ଫସିଲା ଭସାପୋଲ। ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ଭସାପୋଲ। ମଝି ଚିଲିକାରେ ଅଟକିଛନ୍ତି ୭୦ ଯାତ୍ରୀଙ୍କ ସମେତ ୫ କାର୍, ୫ ବାଇକ୍  ଓ ଗୋଟିଏ ବସ୍ । ଚିଲିକା ମଝିରେ ଥିବା ମହିଁଷା କୁଦ ନିକଟରେ କୌଣସି କାରଣରୁ ଚ୍ୟାନେଲ ବାହରକୁ ଚାଲିଯିବାରୁ କୁଦରେ ଫସିରହିଛି । ଅନ୍ୟ ଏକ ଭସାପୋଲ ମାଧ୍ୟମରେ ଟାଣି ଟାଣି ଚ୍ୟାନେଲ ମଧ୍ୟକୁ ଆଣିବାକୁ ଉଦ୍ୟମ ଚାଲିଛି। 

Advertisment

କୁଦରେ ଫସିଲା ଭସାପୋଲ

ଅଟକିଛନ୍ତି ୭୦ ଯାତ୍ରୀଙ୍କ ସମେତ ୫ କାର୍, ୫ ବାଇକ୍  ଓ ଗୋଟିଏ ବସ୍ 
ଚ୍ୟାନେଲ୍ ବାହାରକୁ ଚାଲିଯିବାରୁ ମହିଁଷା କୁଦରେ ଫସିଛି ଭସାପୋଲ
ଭସାପୋଲକୁ ଚ୍ୟାନେଲ ମଧ୍ୟକୁ ଆଣିବାକୁ ପ୍ରୟାସ

Boat Passengers
Advertisment
Related Articles
Advertisment