Advertisment

Creating History: ଓଡ଼ିଶାର ପ୍ରଥମ ତୃତୀୟ ଲିଙ୍ଗୀ ପିଏଚଡି ସ୍କଲାର୍ ଦୀପ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ କରିବେ ପିଏଚଡି

ଓଡ଼ିଶାର ପ୍ରଥମ କିନ୍ନର ପିଏଚଡି ସ୍କଲାର ହୋଇଛନ୍ତି ଦୀପ୍ତି । ସମାଜରେ ତୃତୀୟ ଲିଙ୍ଗୀ ସମସ୍ୟା ଉପରେ ନିଜର ଅଧ୍ୟୟନ ଜାରି ରଖିଥିବା ବେଳେ ଏହା ଆଗକୁ ନୂଆ ଦିଶା ଦେଖାଇବ ବୋଲି ସେ କହିଛନ୍ତି ।

author-image
Tapan Swain
Third Gender

Third Gender Photograph: (OTV)

ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷାରେ ପିଏଚଡି ପାଇଁ ମନୋନୀତ ହୋଇଛନ୍ତି ତୃତୀୟ ଲିଙ୍ଗୀ ଦୀପ୍ତି ମହାପାତ୍ର । ଓଡ଼ିଶାର ପ୍ରଥମ କିନ୍ନର ପିଏଚଡି ସ୍କଲାର ହୋଇଛନ୍ତି ଦୀପ୍ତି । ସମାଜରେ ତୃତୀୟ ଲିଙ୍ଗୀ ସମସ୍ୟା ଉପରେ ନିଜର ଅଧ୍ୟୟନ ଜାରି ରଖିଥିବା ବେଳେ ଏହା ଆଗକୁ ନୂଆ ଦିଶା ଦେଖାଇବ ବୋଲି ସେ କହିଛନ୍ତି ।

Advertisment

ସମାଜରେ ମହିଳା ଓ ପୁରୁଷଙ୍କ ଚାକିରିର ସୁଯୋଗ ଥିବା ବେଳେ ତୃତୀୟ ଲିଙ୍ଗୀଙ୍କର ମଧ୍ୟ ସମାନ ଅଧିକାର ରହିଛି । ପିଏଚଡି ହାସଲ କରିବା ପରେ ଜଣେ ପ୍ରଫେସର ହିସାବରେ ତୃତୀୟ ଲିଙ୍ଗୀଙ୍କ ସମସ୍ୟା ସମାଧାନରେ ତାଙ୍କର ଗବେଷଣା ପ୍ରୟୋଗ କରାଯାଇ ପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

ପିଏଚଡି ପାଇଁ ମନୋନୀତ ତୃତୀୟ ଲିଙ୍ଗୀ ଦୀପ୍ତି ମହାପାତ୍ର 

ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ କରିବେ ପିଏଚଡି
ଓଡ଼ିଶାର ପ୍ରଥମ ତୃତୀୟ ଲିଙ୍ଗୀ ପିଏଚଡି ସ୍କଲାର୍ ଦୀପ୍ତି 
'ତୃତୀୟ ଲିଙ୍ଗୀ ସମସ୍ୟା ଉପରେ ଅଧ୍ୟୟନ ଜାରି ରହିବ'
ଦୀପ୍ତି ମହାପାତ୍ର ପିଏଚଡି ସ୍କଲାର୍ 

Advertisment

PHD Third Gender
Advertisment
Related Articles
Advertisment