Advertisment

Vigilance Arrests CRRI Police Station's IIC: ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, ଘରୁ ବାହାରିଲାଣି ଲକ୍ଷାଧିକ ଟଙ୍କା

ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ। କଟକ CRRI ଥାନା IIC ବିଜୟ କୁମାର ବାରିକ ଗିରଫ। ଭୁବନେଶ୍ୱର ରାଜମହଲ ଛକରୁ ବିଜୟଙ୍କୁ ଗିରଫ କଲା ଭିଜିଲାନ୍ସ।

author-image
Chinmayee Sahoo
Vigilance Raid

Vigilance Raid Photograph: (OTV)

ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ। କଟକ CRRI ଥାନା ଅଧିକାରୀ ବିଜୟ କୁମାର ବାରିକଙ୍କୁ ବାନ୍ଧିଛି ଭିଜିଲାନ୍ସ। ଭୁବନେଶ୍ୱର ରାଜମହଲ ଛକରୁ ବିଜୟଙ୍କୁ ଗିରଫ କରାଯାଇଛି। 

Advertisment

ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ଭିଜିଲାନ୍ସ। ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ସରକାରୀ କ୍ୱାର୍ଟରରୁ ଯାଞ୍ଚ ବେଳେ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଛି।

ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ
କଟକ CRRI ଥାନା IIC ବିଜୟ କୁମାର ବାରିକ ଗିରଫ
ଭୁବନେଶ୍ୱର ରାଜମହଲ ଛକରୁ ବିଜୟଙ୍କୁ ଗିରଫ କଲା ଭିଜିଲାନ୍ସ
୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ
ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଗିରଫ
ଭୁବନେଶ୍ୱର ୟୁନିଟ୍-୧ ସରକାରୀ କ୍ୱାର୍ଟରରୁ ପ୍ରାୟ ୫ ଲକ୍ଷ ଟଙ୍କା ଜବତ

Advertisment
Bribery Case Vigilance Raid
Advertisment
Related Articles
Advertisment