Advertisment

Replace Diesel Ama Buses: ରାସ୍ତାରୁ ହଟିବ ଏସବୁ ‘ଆମ ବସ୍’

ବର୍ତ୍ତମାନ ଯେତେ ସବୁ  ଡିଜେଲ ଚାଳିତ ବସ୍ ରହିଛି ତାକୁ ଧୀରେ ଧୀରେ ସ୍କ୍ରାପ କରାଯିବା ସହ ଇଭି ବସ୍ ଆଣାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେହିପରି ଆହୁରି କହିଛନ୍ତି ଏଣିକି ଆମ ବସ୍ ମହିଳାମାନେ ଚଳାଇବେ।

author-image
Madhupriya Mistry
AMA BUS

AMA BUS Photograph: (OTV)

ରାସ୍ତାରୁ ହଟିବ ଡିଜେଲ ଚାଳିତ ଆମ ବସ୍। ଡିଜେଲ ଚାଳିତ ଆମ ବସ୍ କୁ ହଟାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ରାସ୍ତାରେ ଗଡ଼ିବ କେବଳ ଇଭି ବସ୍। 

Advertisment

ବର୍ତ୍ତମାନ ଯେତେ ସବୁ  ଡିଜେଲ ଚାଳିତ ବସ୍ ରହିଛି ତାକୁ ଧୀରେ ଧୀରେ ସ୍କ୍ରାପ କରାଯିବା ସହ ଇଭି ବସ୍ ଆଣାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେହିପରି ଆହୁରି କହିଛନ୍ତି ଏଣିକି ଆମ ବସ୍ ମହିଳାମାନେ ଚଳାଇବେ।

ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳା ଙ୍କୁ ମାନଙ୍କୁ ଟ୍ରେନିଂ ଦିଆଯିବ। ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସ ପ୍ରାପ୍ତ। ତାଲିମ ନେବା ପରେ ସେହି ମହିଳା ମାନେ ସ୍ୱତନ୍ତ୍ର ବସ୍ ଚଳାଇବେ। ଯାହା ଦ୍ୱାରା ମହିଳା ମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ। 

Advertisment
Odisha Government Diesel Electric Buses Ama Bus
Advertisment
Related Articles
Advertisment