/odishatv-khabar/media/media_files/2026/01/21/threat-2026-01-21-12-39-02.jpg)
Threat Photograph: (OTV)
ପୁରୀ ଶ୍ରୀମନ୍ଦିର ବୋମାରେ ଉଡାଇବା ଧମକ ଘଟଣାରେ ଜଣେ ଅଟକ। ପୁରୀ ଜିଲ୍ଲା ପୋଲିସ ତଦନ୍ତ କରି ଭାଇରାଲ୍ କରିଥିବା ବ୍ୟକ୍ତିକୁ ଅଟକ ରଖିଥିବା ସୂଚନା ମିଳିଛି।
Advertisment
ଗତକାଲି ଜୁଲି ରାଣୀ ପଣ୍ଡା ନାମକ ‘ଆଇଡି’ରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ହୋଇଥିଲା। ଏଥିରେ ପୁରୀ ଶ୍ରୀମନ୍ଦିରରେ ଖୁବ ଶୀଘ୍ର ବୋମା ପଡିବ, ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବେ ବୋଲି କିଛି ଆପତ୍ତିଜନକ ପୋଷ୍ଟ କରାଯାଇଥିବ ଦେଖିବାକୁ ମିଳିଥିଲା।
ସେହିପରି ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି ମାଡ ହେବ ବୋଲି ପୋଷ୍ଟ କରାଯାଇଥିଲା। ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ପୂରା ଘଟଣାର ତଦନ୍ତ ପରେ ଜଣଙ୍କୁ ଆଜି ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।
Advertisment
Advertisment



Related Articles
Mercury Rises, Winter Chill Weakens: ବଢୁଛି ପାରଦ, କମୁଛି ଶୀତ
POSTED

Women Drivers to Operate Ama Bus Service: ଏଣିକି ମହିଳା ଡ୍ରାଇଭର ଚଲାଇବେ 'ଆମ ବସ୍', ତାଲିମ୍ ନେବାକୁ ପୁନେ ଯିବେ
POSTED

Odisha Prepares for Vice President’s Visit: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
POSTED

Municipal Elections: ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ NAC ଓ ପୌର ନିର୍ବାଚନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)