/odishatv-khabar/media/media_files/2025/10/14/plot-2025-10-14-09-25-01.jpg)
PLOT Photograph: (OTV)
ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP ଜାରି କଲେ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ (Revenue And Disaster Management Department) ସାରା ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ନୂଆ SOP ଜାରି କରିଛନ୍ତି। ଗ୍ରାମୀଣ କ୍ଷେତ୍ର ବ୍ୟବସ୍ଥା ପାଇଁ ଜଳାଶୟ କିସମ ପ୍ଲଟ୍ ବ୍ୟତୀତ ଗ୍ରାମୀଣ କ୍ଷେତ୍ରରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ କୌଣସି ପୂର୍ବ-ସର୍ତ୍ତ ବିନା ଅନୁମତି ଦିଆଯାଇଛି। ଅର୍ଥାତ ଗ୍ରାମୀଣ କ୍ଷେତ୍ରରେ ଜଳାଶୟ କିସମ ପ୍ଲଟର ହୋଇପାରିବନି ପଞ୍ଜୀକରଣ।
କୃଷି ପ୍ଲଟ୍ ପଞ୍ଜୀକରଣ ପାଇଁ ନେବାକୁ ପଡ଼ିବ ଅନୁମତି ଦିଆଯାଇଛି। ସେହିପରି ପଞ୍ଜିକରଣ ଅଧିକାରୀମାନେ ମାନଚିତ୍ର, ସୀମା ଏବଂ ଘୋଷଣା ଯାଞ୍ଚ କରିବା, ଛାଡ଼ ସହିତ ଅନୁପାଳନ ସୁନିଶ୍ଚିତ କରିବା ଏବଂ ରେକର୍ଡରେ ସ୍ବଘୋଷଣା ସଂରକ୍ଷଣ କରିବା ଆବଶ୍ୟକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)