/odishatv-khabar/media/media_files/2026/02/13/overbridge-naxa-2026-02-13-10-43-17.jpg)
Haladiapadar ROB Photograph: (OTV)
କାହା ସ୍ବାର୍ଥରେ ବଦଳାଯାଇଥିଲା ବ୍ରହ୍ମପୁର ହଳଦିଆପଦର ଓଭର ବ୍ରିଜ୍ ନକ୍ସା ? କାହା ଭୁଲ୍ ପାଇଁ ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ ? ହଳଦିଆପଦର ରେଳ ଓଭରବ୍ରିଜ୍ ଦୁର୍ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ବ୍ରିଜର ନିର୍ମାଣ ଶୈଳୀ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଆସନ୍ତା ଫେବୃଆରୀ ୧୬ ତାରିଖରେ ଏକ ଉଚ୍ଚସ୍ତରୀୟ ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ ।
Advertisment
ବ୍ରିଜ୍ ଡିଜାଇନ୍ ଏବଂ ଡ୍ରଇଂକୁ ସମୀକ୍ଷା କରାଯିବ । ଓଭରବ୍ରିଜର ନିର୍ମାଣ ସମୟରେ କିଛି ପ୍ରଭାବଶାଳୀ ରାଜନେତାଙ୍କ ଜମି ପାଇଁ ଏହାର ନକ୍ସାକୁ ବଦଳାଯାଇଥିବାର ସାଂଘାତିକ ଅଭିଯୋଗ ହୋଇଛି । ଗତ ସରକାରର ବଡ଼ ବଡ଼, ରାଜନେତା, ବିଲଡର ଓ ପ୍ରଭାବଶାଳୀଙ୍କୁ ଡବଲ୍ ମୁନାଫା ଦେବାକୁ ସେମାନଙ୍କ ଜମି ଉପର ଦେଇ ବ୍ରିଜ୍ ନିଆଯାଇଛି। ଅକ୍ଷମଣୀୟ ତୃଟି ଯୋଗୁ ବ୍ରିଜ୍ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଛି । ଉଦ୍ଘାଟନ ପରଠୁ ବ୍ରିଜ୍ ନେଲାଣି ୨୦ରୁ ଅଧିକ ଜୀବନ।
Advertisment



Related Articles
Draft Proposal Issued for 2 New NACs: ୨ ନୂଆ NACର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ଚିଠା ପ୍ରସ୍ତାବ, ରହିବ ୧୪ ଲେଖାଏଁ ୱାର୍ଡ଼
POSTED

No Trace Yet: ନିଖୋଜ ପୁଅକୁ ଖୋଜିବାକୁ ଯିବେ ମା’; ସପ୍ତାହେ ହେଲାଣି ନିଖୋଜ ସାର୍ଥକ
POSTED

Radio’s 50-Year Love Story: ଆଜି ବିଶ୍ବ ରେଡ଼ିଓ ଦିବସ; ୫୦ ବର୍ଷ ପ୍ରେମର ମୁକ ସାକ୍ଷୀ ଏହି ବେତାରଯନ୍ତ୍ର
POSTED

Pankoddhar Ekadashi: ପଙ୍କୋଦ୍ଧାର ଏକାଦଶୀ, ଆଜିଠୁ ତିନିଦିନ ଧରି ଜଳିବ ଜଗତ ମଙ୍ଗଳ ଦୀପ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)