Advertisment

Draft Proposal Issued for 2 New NACs: ୨ ନୂଆ NACର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ଚିଠା ପ୍ରସ୍ତାବ, ରହିବ ୧୪ ଲେଖାଏଁ ୱାର୍ଡ଼

ଭଦ୍ରକର ୨ ନୂଆ NACର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ପ୍ରକାଶ ପାଇଲା ଚିଠା ପ୍ରସ୍ତାବ । ଧୂଷୁରୀ ଓ ତିହିଡ଼ି ଏନଏସି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠା ପ୍ରସ୍ତାବ ପ୍ରକାଶ ।

author-image
Chinmayee Sahoo
NAC

NAC Photograph: (OTV)

ଭଦ୍ରକର ୨ ନୂଆ NACର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ପ୍ରକାଶ ପାଇଲା ଚିଠା ପ୍ରସ୍ତାବ । ଧୂଷୁରୀ ଓ ତିହିଡ଼ି ଏନଏସି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠା ପ୍ରସ୍ତାବ ପ୍ରକାଶ । ଉଭୟ ଏନଏସିରେ ରହିବ ୧୪ଟି ଲେଖାଏଁ ୱାର୍ଡ । ୮ଟି ଆସନ ସଂରକ୍ଷଣ ଓ ୬ଟି ଆସନ ଅଣସଂରକ୍ଷଣ ରହିବ । 

Advertisment

ଧୂଷୁରୀ ଏନଏସିର ମୋଟ ଲୋକ ସଂଖ୍ୟା ରହିବ ୧୦ ହଜାର ୩୪୯ । ସେହିଭଳି ତିହିଡ଼ି ଏନଏସିର ମୋଟ ଜନସଂଖ୍ୟା ରହିବ ୧୩ ହଜାର ୮୦୫ । ୧୦ଦିନ ମଧ୍ୟରେ ଚିଠା ପ୍ରସ୍ତାବ ଉପରେ ଆପତ୍ତି ଅଭିଯୋଗ ହୋଇପାରିବ ।

Bhadrak
Advertisment
Related Articles
Advertisment