Advertisment

No Trace Yet: ନିଖୋଜ ପୁଅକୁ ଖୋଜିବାକୁ ଯିବେ ମା’; ସପ୍ତାହେ ହେଲାଣି ନିଖୋଜ ସାର୍ଥକ

ନିଖୋଜ ଓଡ଼ିଆ ନାବିକ ପୁଅକୁ ଖୋଜିବାକୁ ଯିବେ ମା’ ଓ ମାମୁ। ଆଜି ସିଙ୍ଗାପୁର ଗସ୍ତ କରିବେ ମା’ ରଶ୍ମିତା ଓ ମାମୁ। ମା’ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ଖୋଜିବେ।

author-image
Chinmayee Sahoo
Sailor Missing Case

Sailor Missing Case Photograph: (OTV)

ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ଯିବେ ମା’ ଓ ମାମୁ। ଆଜି ସିଙ୍ଗାପୁର ଗସ୍ତ କରିବେ ସାର୍ଥକଙ୍କ ମାଆ ରଶ୍ମିତା ଓ ମାମୁ। ସାର୍ଥକ ନେଇଥିବା ଜାହାଜ ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ। ଏହାପରେ ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ପୁଅକୁ ଖୋଜିବେ। 

Advertisment

ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ଜାହାଜ କମ୍ପାନୀ। ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିବେ। ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। ମଝି ସମୁଦ୍ରରେ ରହସ୍ୟମୟ ଭାବେ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର ଗାୟବ ଘଟଣାକୁ ସପ୍ତାହେରୁ ଅଧିକ ଦିନ ବିତିଗଲାଣି।

Odia Sailors
Advertisment
Related Articles
Advertisment