Advertisment

Odisha CM Urges:ଭୋକାଲ୍ ଫର୍ ଲୋକାଲ୍ ହେବାକୁ ଅପିଲ୍ , ଏକ୍ସରେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୋକାଲ୍ ଫର୍ ଲୋକାଲ୍ ହେବାକୁ ଅପିଲ୍ । ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ସୋସିଆଲ୍ ମିଡିଆ ଏକ୍ସରେ ଅପିଲ୍ କରିଛନ୍ତି।

author-image
Manas Ranjan Mohanty
CM-VOCAL

CM-VOCAL Photograph: (OTV)

ଭୋକାଲ୍ ଫର୍ ଲୋକାଲ୍ ହେବାକୁ ଅପିଲ୍। ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ସୋସିଆଲ୍ ମିଡିଆ ଏକ୍ସରେ ଅପିଲ୍ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସ୍ୱାବଲମ୍ବୀ ଓ ସ୍ୱଦେଶୀ ବ୍ୟବହାରକୁ ସ୍ମରଣ କରି ବୟନିକାରୁ ହସ୍ତତନ୍ତ ବସ୍ତ୍ର କିଣିଲି। ସ୍ୱଦେଶୀ ଆନ୍ଦୋଳନରୁ ପ୍ରେରଣା ନେଇ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆହ୍ୱାନ। ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସନ୍ତୁ। ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସ୍ୱଦେଶୀ ବ୍ୟବହାରକୁ ସମର୍ଥନ କରି ଓଡ଼ିଶାକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ... 

Advertisment

ଭୋକାଲ୍ ଫର୍ ଲୋକାଲ୍ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ସମସ୍ତଙ୍କୁ ଗ୍ରହଣ କରିବାକୁ ‘ଏକ୍ସ’ରେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
‘ସ୍ୱାବଲମ୍ବୀ ଓ ସ୍ୱଦେଶୀ ବ୍ୟବହାରକୁ ସ୍ମରଣ କରି ବୟନିକାରୁ ହସ୍ତତନ୍ତ ବସ୍ତ୍ର କିଣିଲି’
‘ସ୍ୱଦେଶୀ ଆନ୍ଦୋଳନରୁ ପ୍ରେରଣା ନେଇ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନ’
‘ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସନ୍ତୁ’
‘ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ’
‘ସ୍ୱଦେଶୀ ବ୍ୟବହାରକୁ ସମର୍ଥନ କରି ଓଡ଼ିଶାକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା’

Advertisment
Related Articles
Advertisment