Advertisment

Today Panchang 3rd October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ରାତ୍ରି ୦୯.୨୬ ଗତେ କୁମ୍ଭ । ତିଥି- ୧୧ଶୀ ସନ୍ଧ୍ୟା ୦୬.୩୩ ଗତେ ୧୨ଶୀ । ଘାତଚନ୍ଦ୍ର – ସିଂହ ରାଶିର , ରାତ୍ରି ୦୯.୨୬ ଗତେ ମିଥୁନ ଓ ମୀନ ରାଶିର ।

author-image
Deepak Acharya
undefined

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ରାତ୍ରି ୦୯.୨୬ ଗତେ କୁମ୍ଭ । ତିଥି- ୧୧ଶୀ ସନ୍ଧ୍ୟା ୦୬.୩୩ ଗତେ ୧୨ଶୀ । ଘାତଚନ୍ଦ୍ର – ସିଂହ ରାଶିର , ରାତ୍ରି ୦୯.୨୬ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ସନ୍ଧ୍ୟା ୦୬.୩୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ

Advertisment

ଶୁଭ ସମୟ

ପ୍ରାତଃ – ୦୫.୪୧ ରୁ ୦୬.୨୮
ପ୍ରାତଃ – ୦୭.୧୫ ରୁ ୦୮.୩୮
ଦିବା – ୧୧.୫୯ ରୁ ୦୩.୦୭
ଦିବା – ୦୩.୫୫ ରୁ ୦୫.୨୯
ସନ୍ଧ୍ୟା – ୦୬.୧୮ ରୁ ୦୮.୩୨
ରାତ୍ରି – ୧୨.୦୦ ରୁ ୦୧.୩୭
ରାତ୍ରି – ୦୨.୨୬ ରୁ ୦୪.୦୪

ଅଶୁଭ ସମୟ

ରାହୁକାଳ- ଦିବା ୧୦.୦୭ ରୁ ୧୧.୩୫
କାଳବେଳା- ଦିବା ୧୦.୦୭ ରୁ ୧୧.୩୫
ବାରବେଳା- ଦିବା ୦୮.୩୮ ରୁ ୧୦.୦୭
କାଳରାତ୍ରି- ରାତ୍ରି ୦୮.୩୨ ରୁ ୧୦.୦୪

Advertisment
Advertisment