Advertisment

ABDO Murders Wife: ସ୍ତ୍ରୀଙ୍କୁ ହତ୍ୟାକଲେ ଏବିଡିଓ, ଝିଅ ସାମନାରେ ହାଣିଦେଲେ

ପୁଅ-ଝିଅଙ୍କ ଆଗରେ ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା କଲେ ଏବିଡିଓ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗାଁରେ ଦେଖିବାକୁ ଅଭାବନୀୟ ଘଟଣା। ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଏବିଡିଓ ଦେବୀ ପ୍ରସାଦ ଜେନା ।

author-image
Tapan Swain
ABDO

ABDO Photograph: (OTV)


ଦଶହରାରେ ବୀଭତ୍ସ ହତ୍ୟା। ପୁଅ-ଝିଅଙ୍କ ଆଗରେ ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା କଲେ ଏବିଡିଓ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗାଁରେ ଦେଖିବାକୁ ଅଭାବନୀୟ ଘଟଣା। ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଏବିଡିଓ ଦେବୀ ପ୍ରସାଦ ଜେନା ।

Advertisment

ଅପରାହ୍ନରେ ପାରିବାରିକ କହଳରୁ ସ୍ତ୍ରୀଙ୍କୁ ହାଣି ଦେଇଥିଲେ ଦେବୀପ୍ରସାଦ । ପଡ଼ୋଶୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିତିଲେ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ବାମୀ ଫେରାର ହୋଇ ଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ... 

ଅଧିକ ଦେଖନ୍ତୁ: 

Murder
Advertisment
Related Articles
Advertisment