/odishatv-khabar/media/media_files/2025/10/26/neet-aspirant-2025-10-26-11-26-52.jpg)
NEET Aspirant Photograph: (OTV)
ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ। ମୃତ ଛାତ୍ର ଗଂଜାମ ପାତ୍ରପୁର ବ୍ଲକ ଅଭୟପୁର ଗାଁର ରୋସନ ପାତ୍ର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ନିଟ୍ ପରୀକ୍ଷା ପାଇଁ କୋଟାରେ କୋଚିଂ ନେଉଥିଲେ। ଗତବର୍ଷ ଠାରୁ ସେ କୋଟାରେ ରହି କୋଚିଂ ନେଉଥିଲେ।
ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘର ଲୋକଙ୍କୁ ତାଙ୍କ ସାଙ୍ଗ ମାନେ ଜଣାଇଥିଲେ। ଏହି ଖବର ପରେ ରୋସନଙ୍କ ବାପା ଏବଂ କକା କୋଟା ଅଭିମୁଖେ ଯାଇଛନ୍ତି। ଆସନ୍ତାକାଲି ସେମାନେ ପହଞ୍ଚିବା ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ।
Advertisment
Advertisment


Related Articles
Tribal Vote Becomes the Deciding Factor: ନୂଆପଡ଼ାରେ ୩ ପ୍ରମୁଖ ଦଳର ଘମାସାନ ପ୍ରଚାର, ସମସ୍ତଙ୍କ ଫୋକସରେ ଆଦିବାସୀ ଭୋଟର୍
POSTED

Controversy Over Guest Faculty Recruitment: ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଗେଷ୍ଟ ଫ୍ୟାକଲଟି କରିବାକୁ ଫନ୍ଦି, ନିଷ୍ପତ୍ତିକୁ ଚାକିରି ଆଶାୟୀଙ୍କ ବିରୋଧ
POSTED

Puri Sea: ପୁରୀ ସମୁଦ୍ର ମନା: ଅମାନିଆ ହୋଇ ସ୍ନାନ କଲେ କଡ଼ା ଆକ୍ସନ ହେବ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)