Advertisment

Tough Move Ahead: PUCC ଓ ଫିଟନେସ୍ ନଥିଲେ ବାତିଲ ହେବ RC ବୁକ୍, ଚେତେଇ ଦେଲେ ମନ୍ତ୍ରୀ ବିଭୂତି ଜେନା

ଗାଡ଼ି ଚାଳକ PUCC ସହ ଫିଟନେସ୍ ବି କରାଇ ନିଅନ୍ତୁ। PUCC ଓ ଫିଟନେସ୍ ନଥିଲେ ବାତିଲ ହେବ RC ବୁକ୍। ଖାଲି ଏତିକି ନୁହେଁ, ଅମାନିଆ ଚିହ୍ନଟ ହେଲେ ବାତିଲ ହେଇପାରେ RC। ଯାଞ୍ଚ ବେଳେ ସ୍କୁଲ୍ ବସକୁ ଅଧିକ ଗୁରୁତ୍ବ ଦିଆଯିବ ।

author-image
Tapan Swain
PUCC-TESTING

PUCC-TESTING Photograph: (OTV)

PUCC, ଫିଟନେସ୍ ନଥିଲେ RC ବାତିଲ ହୋଇପାରେ। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ବଡ଼ ସୂଚନା ଦେଇଛନ୍ତି। PUCC ଯାଞ୍ଚ ଆହୁରି କଡ଼ାକଡ଼ି ହେବ।

Advertisment

ଗାଡ଼ି ଚାଳକ PUCC ସହ ଫିଟନେସ୍ ବି କରାଇ ନିଅନ୍ତୁ। PUCC ଓ ଫିଟନେସ୍ ନଥିଲେ ବାତିଲ ହେବ RC ବୁକ୍। ଖାଲି ଏତିକି ନୁହେଁ, ଅମାନିଆ ଚିହ୍ନଟ ହେଲେ ବାତିଲ ହେଇପାରେ RC। ଯାଞ୍ଚ ବେଳେ ସ୍କୁଲ୍ ବସକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ଦୋହରାଇଛନ୍ତି।...

‘PUCC, ଫିଟନେସ୍ ନଥିଲେ RC ବାତିଲ!’

ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ସୂଚନା 
‘PUCC ଯାଞ୍ଚ ଆହୁରି କଡ଼ାକଡ଼ି ହେବ’ 
‘PUCC ସହ ଫିଟନେସ୍ ବି କରାଇ ନିଅ’
‘PUCC ଓ ଫିଟନେସ୍ ନଥିଲେ ବାତିଲ ହେବ RC ବୁକ୍’
‘ଅମାନିଆ ଚିହ୍ନଟ ହେବେ ବାତିଲ ହେବ RC’   
‘ସ୍କୁଲ ବସକୁ ଅଧିକ ଗୁରୁତ୍ବ ଦେଇ ଯାଞ୍ଚ ହେବ’

Advertisment

PUCC Minister Bibhuti Jena
Advertisment
Related Articles
Advertisment